ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା – ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି…
ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶକୁ ଦୃଷ୍ଟିରେ ରଖି!-->…