ଭୁବନେଶ୍ୱର ଏମସ୍ରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ
ଭୁବନେଶ୍ୱର -- ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମସ୍ରେ ହିନ୍ଦୀ ଭାଷାର ପ୍ରଚଳନ ନେଇ ନିର୍ଦ୍ଦେଶନାମା ଜାରି କରାଯିବା ପ୍ରସଙ୍ଗକୁ ଉଭୟ ବିଜେଡ଼ି ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି ।
ଏ ସମ୍ପର୍କରେ ଆଜି ବିଜେଡ଼ି ସାଂସଦ ଓ ବିଧାୟକମାନଙ୍କ ଏକ ପ୍ରତିନିଧି…