ସତ-ମିଛ ମଜା କଥା-୧ By odishanext Last updated Apr 1, 2018 0 477 Share ଶିକ୍ଷକ : ଇଚ୍ଛା ବଳ ଦୃଢ଼ ଥିଲେ ପଥରରୁ ମଧ୍ୟ ପାଣି ବାହାର କରିହେବ। ଛାତ୍ର : ସାର୍..ଆମ ଘରେ ତ’ ଲୁହାରୁ ପାଣି ବାହାରୁଛି। ଶିକ୍ଷକ : କେମିତି? ଛାତ୍ର : ସାର୍..ସେଇଟା ପରା ଲୁହା ହ୍ୟାଣ୍ଡ ପମ୍ପ। 0 477 Share