Sign in
Sign in
Recover your password.
A password will be e-mailed to you.
ଫୁଟବଲ୍ ବିଶ୍ୱକପ୍ ଦେଖିବା ପାଇଁ କତାର ଯାଉଥିବା ଯାତ୍ରୀଙ୍କ ପାଇଁ ୱିର ଶ୍ରେଷ୍ଠ ଆନ୍ତର୍ଜାତିକ ରୋମିଂ ପ୍ୟାକ୍
ଭୁବନେଶ୍ୱର: କତାରରେ ଫୁଟ୍ବଲ୍ ବିଶ୍ୱକପ୍ ଆରମ୍ଭ ହୋଇଯାଇଥିବା ବେଳେ ବହୁ ଭାରତୀୟ ଫୁଟ୍ବଲ୍ ମ୍ୟାଚ୍କୁ ଷ୍ଟାଡିୟମ୍ରେ ବସି ଦେଖିବା ଲାଗି କତାର ଯାଉଛନ୍ତି । ମ୍ୟାଚ୍ ଦେଖିବା ଏବଂ କତାର ବୁଲିବା ଲାଗି ଯାତ୍ରୀମାନେ ହାରାହାରି ଭାବେ ସେଠାରେ ୭ ଦିନ ରହିବେ ବୋଲି ଆଶା କରାଯାଉଛି ।ଭାରତରୁ!-->…
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ବୁର୍ଲା: ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବଂଟନ ୟୁଟିଲିଟି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହାର ସମ୍ବଲପୁର ସର୍କଲ ବୁର୍ଲା ସ୍ଥିତ ଭିସୁଟ୍, କ୍ଲବ୍ ହାଉସ୍ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି!-->…
ଆଲ୍କେମିକ୍ ସୋନିକ୍ ଏନ୍ଭାର୍ଣ୍ଣମେଂଟ୍ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱର ଜରିଆରେ ମାନସିକ…
ଭୁବନେଶ୍ୱର: ଆଲ୍କେମିକ୍ ସୋନିକ୍ ଏନଭାର୍ଣ୍ଣମେଂଟ୍ (ଏଏସ୍ଇ)ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱରକୁ ବ୍ୟବହାର କରି ମାନସିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟ ଲାଗି ପଥ ପ୍ରଦର୍ଶନ କରିବା ନିମନ୍ତେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଂଟର ଫର ନ୍ୟୁରୋଆକୋଷ୍ଟିକ୍!-->…
ଭାରତରେ ଇଭି ଷ୍ଟାର୍ଟଅପ୍କୁ ସୁଦୃଢ଼ କରିବା ଲାଗି ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଆଇ-କ୍ରିଏଟ୍…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଭାରତର ଅଗ୍ରଣୀ ନବସୃଜନ ଭିତିକ ଷ୍ଟାର୍ଟଅପ୍ ଇନ୍କୁବେଟର ଆଇକ୍ରିଏଟ୍ ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି । ଆଇକ୍ରିଏଟ୍ ସହଯୋଗିତାରେ!-->…
ଫ୍ଲିପ୍କାର୍ଟ ଆକ୍ସିସ୍ ବ୍ୟାଙ୍କ୍ ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ୍ ଓ…
ଭୁବନେଶ୍ୱର: “ସୁପର ଇଲାଇଟ୍ କ୍ରେଡିଟ୍ କାର୍ଡ’ର ଶୁଭାରମ୍ଭ ଲାଗି ଆକ୍ସିସ ବ୍ୟାଙ୍କ୍ ଓ ଫ୍ଲିପ୍କାର୍ଟ ମଧ୍ୟରେ ସହଯୋଗିତା ସ୍ଥାପନ କରାଯାଇଛି । ଆକ୍ସିସ୍ ବ୍ୟାଙ୍କ୍ ହେଉଛି ଭାରତର ତୃତୀୟ ବୃହତ ଘରୋଇ ବ୍ୟାଙ୍କ୍ ଏବଂ ଫ୍ଲିପ୍କାର୍ଟ ହେଉଛି ଦେଶର ଅଗ୍ରଣୀ ଇ-କମର୍ସ କଂପାନି । ଫ୍ଲିପ୍କାର୍ଟ!-->…
ଗୋଦରେଜ୍ ଲକ୍ସ ପକ୍ଷରୁ “ଲାଇଭ୍ ସେ୍ଫ, ଲାଇଭ୍ ଫ୍ରି’ କାର୍ଯ୍ୟକ୍ରମର ଶୁଭାରମ୍ଭ
୫୨ ସପ୍ତାହରେ ୫୨ଟି ସ୍ଥାନକୁ ସୁରକ୍ଷା ପ୍ରଦାନ କରିବ
ଭୁବନେଶ୍ୱର: ଗୋଦରେଜ୍ ଲକ୍ସ ପକ୍ଷରୁ ଗୃହ ସୁରକ୍ଷା ଦିବସ ପାଳନ ଅବସରରେ ନୂଆ “ଲାଇଭ୍ ସେଫ୍, ଲାଇଭ୍ ଫ୍ରି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ କଂପାନି ୫୨ ସପ୍ତାହରେ ଦେଶର ସବୁଠୁ ଅସୁରକ୍ଷିତ ୧୦ ସହରର ୫୨ଟି!-->!-->!-->…
ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଆସେଟ୍ ସେଂଟର୍ ସହିତ ଓଡ଼ିଶାରେ ଉପସ୍ଥିତିର ସୁଦୃଢ଼ୀକରଣ
- ବର୍ତମାନ ଓଡ଼ିଶାରେ ବ୍ୟାଙ୍କ୍ର ପ୍ରାୟ ୨୦୦ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍- ଭୁବନେଶ୍ୱରରେ ଏକ ଆସେଟ୍ ସେଂଟର କାର୍ଯ୍ୟକ୍ଷମ ରହିଛି, ଆଉ ଏକ କଟକରେ ଖୋଲାଯିବ- ଆସେଟ୍ ସେଂଟରଗୁଡ଼ିକ ରାଜ୍ୟରେ ଶୀଘ୍ର ଏବଂ ସହଜ ଋଣ ସମ୍ପର୍କିତ ସେବା ପ୍ରଦାନ କରିବେ- ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ରାଜ୍ୟରେ!-->…
ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ମହିଳା ଉତକର୍ଷତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ
ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣି ପାଶ୍ୱର୍ବର୍ତୀ ଅଂଚଳର ମହିଳାମାନଙ୍କ ନିମନ୍ତେ ‘ଦୈନନ୍ଦିନ ଜୀବନରେ ମହିଳାଙ୍କ ଉକôର୍ଷତା’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ପାଶ୍ୱର୍ବର୍ତୀ ଅଂଚଳର!-->…
ବ୍ରହ୍ମପୁରରୁ ୫୫୩୮ ସଂଖ୍ୟକ ଛାତ୍ରଛାତ୍ରୀ ଆକାଶ ବାଇଜୁସ୍ର ଜାତୀୟ ସ୍କଲାରସିପ୍ ପରୀକ୍ଷା, ଆନ୍ଥେ ୨୦୨୨ରେ ଭାଗନେଲେ
• ଆନ୍ଥେ ସପ୍ତମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ସ୍କଲାରସିପ୍ ପ୍ରଦାନ କରୁଛି• ଗ୍ରେଡ ନିର୍ବିଶେଷରେ ୫ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଜଣେ ପିତା/ମାତା ନାସା ଗସ୍ତ କରିବା ସୁଯୋଗ ପାଇବେ• ଆନ୍ଥେର ତ୍ରୟୋଦଶ ସଂସ୍କରଣରେ ସମଗ୍ର ଭାରତରୁ ୨୫ ଲକ୍ଷ ପଞ୍ଜିକରଣ କରିଥିଲେଅଧିକ!-->…
ଟାଟା ପାୱାର ଓଡ଼ିଶା ଡିସ୍କମ୍ଗୁଡ଼ିକ ପାଇଁ ଉତ୍କର୍ଷ ଗ୍ରାହକ ସେବା ମୂଳ ଲକ୍ଷ୍ୟ : ଟାଟା ପାୱାର ସିଇଓ ଓ ଏମ୍ଡି ଡକ୍ଟର…
ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ପାଇଁ ଟିପି ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ବହୁ ସମନ୍ୱିତ ପ୍ରଯୁକ୍ତି ଟୁଲ୍ସର ଶୁଭାରମ୍ଭ କରାଯାଇଛିଓଡ଼ିଶାର ଲୋକମାନଙ୍କ ପାଇଁ ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦ ଓ ସମାଧାନ ପ୍ରଦାନ କରିବା
ଭୁବନେଶ୍ୱର: ସ୍ୱଳ୍ପ ସମୟ ଭିତରେ ରାଜ୍ୟର ବିଦ୍ୟୁତ୍!-->!-->!-->…