Sign in
Sign in
Recover your password.
A password will be e-mailed to you.
ଅଲ୍ଟିମେଟ ଖୋ ଖୋ ସିଜନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ମୁକୁଲ ମୁଦଗଲ
ଭୁବନେଶ୍ୱର: ଭାରତର ପ୍ରମୁଖ ପ୍ରଫେସନାଲ ଖୋ ଖୋ ଲିଗ, ଅଲ୍ଟିମେଟ ଖୋ ଖୋ ପକ୍ଷରୁ ଜଷ୍ଟିସ ମୁକୁଲ ମୁଦଗଲ (ଅବସରପ୍ରାପ୍ତ)ଙ୍କୁ ସିଜିନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ରଣନୈତିକ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ନୈତିକ ମାନଦଣ୍ଡ କୁ ପ୍ରୋତ୍ସାହିତ!-->…
କ୍ୱାଞ୍ଜା ସେଲିବ୍ରେସନ୍ ୨୦୨୩ରେ ରୋମାଂଚିତ କରିବ ବଲିଉଡ୍ ଗାୟକ ଜାଡେନ ଓ ଟ୍ୱିନ୍ ଷ୍ଟ୍ରିଙ୍ଗ୍ସଙ୍କ ସଙ୍ଗୀତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରବାସୀ ପୁରୁଣା ବର୍ଷକୁ ବିଦାୟ ଦେବା ଏବଂ ନୂଆବର୍ଷକୁ ସ୍ୱାଗତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବଲିଉଡର ବିଶିଷ୍ଠ କଳାକାରମାନଙ୍କ ସଙ୍ଗୀତକୁ ସିଧାସଳଖ ଶୁଣି ଉତ୍ସବର ଖୁସିକୁ ବହୁଗୁଣିତ କରିବାକୁ ଲୋକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି ।!-->…
ଅଲଟିମେଟ୍ ଖୋ ଖୋ ସିଜିନ୍-୨,ମୁମ୍ବାଇ ଖିଲାଡିସ୍କୁ ହରାଇ ଶୀର୍ଷରେ ଓଡିଶା ଜଗରନଟ୍ସ
କଟକ,୨୭ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଆଜି ମୁମ୍ବାଇ ଖିଲାଡିସ୍ ବିରୋଧରେ ୩୧-୨୮ ପଏଂଟ୍ର ବିଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍ସ ନିଜର ବିଜୟଧାରା ବଜାୟ ରଖିଛି । ୩ଟି ମ୍ୟାଚ୍ରେ ୮ ପଏଂଟ୍ ସହିତ ଓଡିଶା ଜଗରନଟ୍ସ ପଏଂଟ୍ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର!-->…
ଅଲଟିମେଟ୍ ଖୋ ଖୋ ସିଜିନ୍-୨: ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ରୋମାଂଚକର ଡ୍ର’, ମୁମ୍ବାଇ …
କଟକ,୨୬ ଡିସେମ୍ବର, ୨୦୨୩: ଆଜି ଅଲ୍ଟିମେଟ୍ ଖୋ ଖୋର ସିଜନ ୨ର ୩ୟ ଦିବସରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗର୍ନଟ୍ସ ଓ ଚେନ୍ନାଇ କ୍ୱିକ୍ ଗନ୍ସ ମଧ୍ୟରେ ଏକ ରୋମାଂଚକର ୩୪-୩୪ ଡ୍ର’ ଦେଖିବାକୁ ମିଳିଥିଲା । ଏହି!-->…
ଅଲଟିମେଟ୍ ଖୋ ଖୋ ସିଜନ-୨ରେ ରାମଜୀ କଶ୍ୟପଙ୍କ ନେତୃତ୍ୱରେ ଚେନ୍ନାଇ କ୍ୱିକ୍ ଗନ୍ସର ପ୍ରଥମ ବିଜୟ, ପ୍ରଥମ ମ୍ୟାଚରେ …
କଟକ,୨୫ ଡିସେମ୍ବର, ୨୦୨୩: ସୋମବାର କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ୍-୨ର ୨ୟ ଦିବସର ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇ କୁଇକ ଗନ୍ସ ଏବଂ ତେଲୁଗୁ ଯୋଦ୍ଧାସ୍ ମଧ୍ୟରେ ଦମଦାର ଟକ୍କର ହୋଇଛି । ରାମଜୀ କଶ୍ୟପଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ!-->!-->!-->…
ମଦର୍ସ ପବ୍ଲିକ୍ ସ୍କୁଲ, ପାହାଳର ବାର୍ଷିକ ଉତ୍ସବ “ଫୋକଲୋର ଇନ୍ ମୋସନ୍’ରେ ଭାରତର ବିବିଧ ସଙ୍ଗୀତ ଓ ନୃତ୍ୟ…
ଭୁବନେଶ୍ୱର: ପାହାଳସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ପ୍ରଥମ ବାର୍ଷିକ “ଫୋକଲୋର ଇନ୍ ମୋସନ୍' ଅନୁଷ୍ଠିତ ହୋଇଯାଇଛି, ଯାହା ଭାରତର ସମୃଦ୍ଧ ଇତିହାସ ଏବଂ ବିବିଧ ସଙ୍ଗୀତ ଏବଂ ନୃତ୍ୟର ଏକ ଉତ୍ସବ ଥିଲା । ବଙ୍ଗଳାର ମଧୁର ଲୋକଗୀତଠାରୁ ଆରମ୍ଭ କରି ଗୁଜରାଟର ଚମତ୍କାର ଗର୍ବା ପର୍ଯ୍ୟନ୍ତ,!-->…
ଅଲଟିମେଟ୍ ଖୋ ଖୋ ସିଜିନ୍-୨:ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍ସ,ମୁମ୍ବାଇ …
କଟକ: ହାଇ-ଏନର୍ଜି ଲିଗ୍ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍ରେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ!-->…
ଓଡ଼ିଶାର ୨୦ ଷ୍ଟାର୍ଟଅପ୍ଙ୍କୁ ପାଣ୍ଠି ପ୍ରଦାନ ପାଇଁ ନିବେଶକଙ୍କ ପ୍ରତିଶ୍ରୁତି
୧୪ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ରେ ୧୫ ନିବେଶକଙ୍କ ଅଂଶଗ୍ରହଣ
ଭୁବନେଶ୍ୱର : ଏଆଇସି-ନାଳନ୍ଦା ଇନଷ୍ଟିଚୁୃ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ!-->!-->!-->!-->!-->!-->!-->…
ଅଲ୍ଟିମେଟ୍ ଖୋ ଖୋ ସିଜନ ୨ ପାଇଁ ପ୍ରସ୍ତୁତ ହୋଇଛି କଟକ
ଭୁବନେଶ୍ୱର, ୨୩ ଡିସେମ୍ବର, ୨୦୨୩: ହାଇ-ଏନର୍ଜି ଲିଗ୍ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ କ୍ରୀଡାଉତ୍ସାହୀମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ରହିଛି । ଆସନ୍ତା ରବିବାର କଟକରେ ଜୱାହାରଲାଲ ନେହେରୁ ଇନ୍ଡୋରଷ୍ଟାଡିୟମରେ ଅଲ୍ଟିମେଟ୍ ଖୋ ଖୋର ଉଦ୍ଘାଟନୀ ମ୍ୟାଚ୍ ଆରମ୍ଭ!-->…
ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର : କମ୍ପାନୀରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ସହ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ମହିଳା, ଏଲ୍ଜିବିଟିକ୍ୟୁଆଇଏ+, ବରିଷ୍ଠ ସେନା!-->…