Sign in
Sign in
Recover your password.
A password will be e-mailed to you.
ସ୍ୱିଗିରେ ଭୁବନେଶ୍ୱରର ସବୁଠାରୁ ଲୋକପ୍ରିୟ ରେଷ୍ଟୁରାଂଟଗୁଡ଼ିକୁ ମିଳିଛି ମାନ୍ୟତା
ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍-ଡିମାଣ୍ଡ କନ୍ଭିନିଏନ୍ସ ପ୍ଲାଟ୍ଫର୍ମ ସ୍ୱିଗି ପକ୍ଷରୁ ଭୁବନେଶ୍ୱର ପାଇଁ ଏହାର ପ୍ରଥମ ସ୍ୱିଗି ରେଷ୍ଟୁରାଂଟ ଆୱାର୍ଡସ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୧୫ଟି ବର୍ଗରେ ସହରର ଉପଭୋକ୍ତାଙ୍କଠାରୁ ୫୧,୩୪୬ଟି ମତାମତ ଗ୍ରହଣ କରାଯାଇଛି । ଏହା!-->…
ଫୋନପେ ଓ ସିଙ୍ଗାପୁର ଟୁରିଜିମ ବୋର୍ଡ ମଧ୍ୟରେ ସହଭାଗିତା
ଭୁବନେଶ୍ୱର : ସିଙ୍ଗାପୁର ଟୁରିଜିମ ବୋର୍ଡ (ଏସଟିବି) ଓ ଫୋନପେ ମଧ୍ୟରେ ଦୁଇ ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଗତ ଏପ୍ରିଲ ୩ ତାରିଖରେ ଆୟୋଜିତ ଏକ ସମାରୋହରେ ଏସ୍ଟିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମେଲିସା ଓଡବ୍ଲ୍ୟୁ ଏବଂ ଫୋନ୍ପେର ଇଂଟରନ୍ୟାଶନାଲ ପେମେଂଟସ ବିଜନେସର ସିଇଓ!-->…
ସିଆଇଆଇ ସବୁଜ ଓଡ଼ିଶା କନକ୍ଲେଭ ଆୟୋଜିତ : ସ୍ଥାୟୀ ପରିବେଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ ଗ୍ରୀନ…
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ(ଆଇଜିବିସି), ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ର ବିପୁଳ ସଫଳତା ଘୋଷଣା କରି ଆନନ୍ଦିତ । ଏହା ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ!-->!-->!-->…
ନିଟ୍ର ଆବେଦନ ସମୟ ୨ ଦିନ ବୃଦ୍ଧି
ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା-ନିଟ୍ର ଆବେଦନ ସମୟ ୨ ଦିନ ବୃଦ୍ଧି କରାଯାଇଛି ବୋଲିଜାତୀୟ ଟେଷ୍ଟିଂ ଏଜେନ୍ସୀ -ଏନ୍ଟିଏ ପକ୍ଷରୁ କୁହାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଏନ୍ଟିଏ ୱେବ୍ସାଇଟ୍ରେ ଆବେଦନ କରିପାରିବେ ।!-->…
ହକି ଇଣ୍ଡିଆରେ ଓଡ଼ିଆ ଖେଳାଳୀ
ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର, ମାଧୁରୀ କିଣ୍ଡୋ ଓ ଜ୍ୟୋତି ଛତ୍ରୀ ।
ଏହି ଖେଳାଳିମାନେ ଆସନ୍ତାମାସ ୧୬ ତାରିଖରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା!-->!-->!-->…
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ଏତିକି ପ୍ରାର୍ଥୀ- ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି…
ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ । ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୬୨୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର କାଏମ ରହିଛି । ଏଥିମଧ୍ୟରେ ୧ ହଜାର ୪୫୧ ଜଣ ପୁରୁଷ…
ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେକଳବୈଶାଖୀର ପ୍ରଭାବ
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ବରଗଡ଼ରେ ଦିନ ତାପମାତ୍ରା ୨୫ ଡିଗ୍ରୀ ସେଲ୍ସିୟସ ଥିବାବେଳେ ୧୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଠାରୁ କମ୍ ଥିଲା ।
ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କଳବୈଶାଖୀର!-->!-->!-->…
୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ; ୪୪,୬୦୦ରୁ ଅଧିକ…
ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି । ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ କରାଯାଇଛି। ପାଖାପାଖି ୧୧,୨୦୦!-->!-->!-->…
ଷ୍ଟାର ହେଲଥ ଇନସ୍ୟୁରାନ୍ସ ସହିତ ଫୋନପେର ସହଭାଗୀତା
ଭୁବନେଶ୍ୱର: ଗ୍ରାହକଙ୍କୁ ମାସିକ ଏବଂ ବାର୍ଷିକ ପେମେଂଟ ବିକଳ୍ପ ସହିତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ପାଇଁ ଫୋନପେ ପକ୍ଷରୁ ଭାରତର ସର୍ବବୃହତ ଖୁଚୁରା ସ୍ୱାସ୍ଥ୍ୟ ବୀମା କମ୍ପାନୀ, ଷ୍ଟାର୍ ହେଲଥ ଆଣ୍ଡ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (ଷ୍ଟାର୍ ହେଲଥ ଇନସ୍ୟୁରାନ୍ସ) ସହ!-->…
ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପନ୍-ଏଣ୍ଡେଡ ଥିମାଟିକ ଫଣ୍ଡ ଯାହାକି ଉଦ୍ଭାବନର ଆଗଧାଡିରେ ଥିବା କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଉତ୍ସର୍ଗୀକୃତ । ଏହି ଫଣ୍ଡ ଗୁରୁତ୍ୱପୂର୍ଣ୍ଣ ଆର୍ଆଣ୍ଡ୍ଡି!-->…