ୱାନପ୍ଲସକୁ ପଛରେ ପକାଇ ୬ଷ୍ଠ ସ୍ଥାନରେ ପହଂଚିଛି ପୋକୋ

ଭୁବନେଶ୍ୱର: ପୋକୋ ଇଣ୍ଡିଆ ୨୦୨୪ର ପ୍ରଥମ ତ୍ରୈମାସିକରେ ୭୨.୨%ର ଅସାଧାରଣ ବାର୍ଷିକ ଅଭିବୃଦ୍ଧି ହାସଲ କରି ୱାନ୍‌ପ୍ଲସ୍‌କୁ ପଛରେ ପକାଇଛି । ଆଇଡିସିର ସଦ୍ୟତମ ରିପୋର୍ଟ, ୨୦୨୪ର ପ୍ରଥମ ତ୍ରୈମାସିକରେ ୫.୯%ର ବଜାର ଅଂଶଧନ ସହିତ ପୋକୋର ପ୍ରଭାବଶାଳୀ ଅଭିବୃଦ୍ଧିକୁ ଆଲୋକପାତ କରିଛି । ଯାହା

ଫୋନପେ ଏବଂ ଲଙ୍କାପେ ମଧ୍ୟରେ ସହଭାଗୀତାର ଘୋଷଣା

ଭୁବନେଶ୍ୱର: କଲମ୍ବୋରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଫୋନପେ ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ ଏହା ଲଙ୍କାପେ ସହଯୋଗରେ ସମସ୍ତ ଲଙ୍କାକ୍ୟୁଆର ମର୍ଚାଂଟ ପଏଂଟଗୁଡ଼ିକରେ ୟୁପିଆଇ ପେମେଂଟର ଗ୍ରହଣୀୟତାକୁ ସକ୍ଷମ କରିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର

ଭାରତରେ ଅଲ୍‌-ଇଲେକ୍‌ଟ୍ରିକ ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ ଉନ୍ମୋଚିତ ଭୁବନେଶ୍ୱର: ଭାରତରେ ଫାଷ୍ଟ-ଏଭର ବିଏମଡବ୍ଲୁ ଆଇ୫ର ଶୁଭାରମ୍ଭ କରାଯାଇଛି ଏବଂ ଏହା ସ୍ୱତନ୍ତ୍ର ଭାବେ ବିଏମଡବ୍ଲୁ ଏମ ପର୍‌ଫର୍ମାନ୍ସ ମଡେଲ, ବିଏମଡବ୍ଲୁ ଆଇ୫ ଏମ୬୦ ଏକ୍ସଡ୍ରାଇଭ୍ ଭାବେ ଉପଲବ୍ଧ ହେବ ।

ଜଙ୍ଗଲ ରାସ୍ତାରେ ରୋଗୀଙ୍କୁ ୪ କି.ମି ବୋହିଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡୀ: ଜଣେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ମାନିବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ଘଟଣାନୁଯାୟୀ କଳାହାଣ୍ଡୀ ଜିଲ୍ଲା ଥୂଆମୂଳ ରାମପୁର ବ୍ଲକର ତାଳଝପି ପଂଚାୟତ ଅନ୍ତର୍ଗତ ଉପରଝପି ଗ୍ରାମର ସିନାଦେଇ ମାଝୀ (୬୦ବର୍ଷ)ନାମକ ଜଣେ ମହିଳା ଜଙ୍ଗଲରେ କାମ କରୁଥିବା

ଓଡ଼ିଶା ନିର୍ବାଚନ: ଆଇଏଫ୍‌ଏସ୍ ବିନୟ ପ୍ରଧାନଙ୍କ ପରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ ମହିଳା ଏପିଏସ୍‌ଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୦ ମେ’ ୨୦୨୪: ଓଡିଶାର ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଅଭିଯାନରେ ସହଯୋଗ ଓ ପରିଚାଳନା କରୁଥିବା ଇଣ୍ଡିଆନ ଫରେନ ସର୍ଭିସେସ୍ (ଆଇଏଫ୍‌ଏସ୍‌) ଅଫିସର ବିନୟ ପ୍ରଧାନଙ୍କୁ ନେଇ ବିବାଦ ଥମିନଥିବା ବେଳେ ରାଜ୍ୟ ନିର୍ବାଚନରେ ଆଉ ଜଣେ

ଯୁବ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜର ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ

ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି କଂଟେଟ

ସ୍ମାର୍ଟଫୋନ୍‌ଗୁଡିକ ଉପରେ ଆକର୍ଷଣୀୟ ଡିଲ ଉନ୍ମୋଚନ କରିଛି ପୋକୋ

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ, ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍‌ଗୁଡିକ ପାଇଁ ଆକର୍ଷଣୀୟ ଅଫର୍‌ର ଉନ୍ମୋଚନ କରିଛି । ଏହି ଡିଲଗୁଡ଼ିକ ପ୍ରମୁଖ ଇକମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଓ ଆମାଜନରେ ମେ ୧ ତାରିଖ ୨୦୨୪ରୁ ମେ

ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ବିଜନେସ ସଲ୍ୟୁଶନ ସୁଇଟ୍ ଉନ୍ମୋଚିତ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ବିଜ୍‌ନେସ ସଲ୍ୟୁଶନ ସୁଇଟ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଦେଶବ୍ୟାପୀ ଏହାର ମର୍ଚ୍ଚାଂଟ୍ ପାର୍ଟନର ବା ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଅନଭୂତିକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି ।

ବଲିଉଡ ଷ୍ଟାର ଜାହ୍ନବୀ କପୁରଙ୍କ ଘରେ ସମୟ ବିତାଇବାର ସୁଯୋଗ ଆଣିଛି ଏୟାରବିଏନ୍‌ବି

ଭୁବନେଶ୍ୱର: ଏୟାରବିଏନ୍‌ବି ପକ୍ଷରୁ ଆଇକନ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ସଙ୍ଗୀତ, ଚଳଚିତ୍ର, ଟେଲିଭିଜନ, କଳା, କ୍ରୀଡା ଆଦି କ୍ଷେତ୍ରରେ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଆୟୋଜିତ ଅସାଧାରଣ ଅନୁଭୂତିଗୁଡିକର ଏକ ନୂତନ ବର୍ଗ । କମ୍ପାନୀ ପକ୍ଷରୁ ଏୟାରବିଏନ୍‌ବିରେ