Sign in
Sign in
Recover your password.
A password will be e-mailed to you.
ପିଏନଭି ଫାଉଣ୍ଡେସନ ପକ୍ଷରୁ “ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ
କଟକ: ପିଏନଭି ଫାଉଣ୍ଡେସନ ପକ୍ଷରୁ ସାରା ଓଡ଼ିଶାରେ ବେଶ୍ ଉତ୍ସାହର ସହ ପାଳିତ ହେଉଥିବା ପର୍ବ ରଜ ମହୋତ୍ସବ ଅବସରରେ କଟକ କ୍ଲବ୍ ଆନେକ୍ସ-୧ ଠାରେ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା' ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । "ଉଦ୍ୟମୀ ଓଡ଼ିଆ - ମେଡ୍ ଇନ୍ ଓଡ଼ିଶା ଓଡ଼ିଶାର ଉଦ୍ୟୋଗୀ ଏବଂ!-->!-->!-->…
ଫଗସି ପକ୍ଷରୁ ମହିଳାଙ୍କ ପାଇଁ ଏକ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଫେଡ଼େରେଶନ ଅଫ ଓବେଷ୍ଟ୍ରିକ୍ ଆଣ୍ଡ ଗାଇନାକୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ (ଫଗସି) ପକ୍ଷରୁ ନିକଟରେ ମହିଳା ମାନଙ୍କ ପାଇଁ ଏକ ବ୍ୟାପକ ଟିକାକରଣ କାର୍ଯ୍ୟସୂଚୀ ଶୁଭାରମ୍ଭ କରାଯାଇଛି, ଯାହା ବୟସ୍କ ମହିଳା ମାନଙ୍କୁ ମିଳିବା ନିତାନ୍ତ ଆବଶ୍ୟକ ଏବଂ ପ୍ରତ୍ୟେକ ଟିକାକୁ!-->…
ରିଲାକ୍ସୋ ଫୁଟ୍ୱେୟାର ଲିଃର ଫ୍ଲାଇଟ୍ ପକ୍ଷରୁ ୨୦୨୪ ପାଇଁ ଏହାର ସ୍ପ୍ରିଙ୍ଗ୍ ସମର କଲେକ୍ସନ ଉନ୍ମୋଚିତ
ଭୁବନେଶ୍ୱର: ଅଗ୍ରଣୀ ଫୁଟ୍ୱେୟାର ନିର୍ମାତା, ରିଲାକ୍ସୋ ଫୁଟ୍ୱେୟାର୍ସ ଲିମିଟେଡର ମାଲିକାନାରେ ଥିବା ଏକ ସୁପରିଚିତ ବ୍ରାଣ୍ଡ୍ ଫ୍ଲାଇଟ୍ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ସ୍ପ୍ରିଙ୍ଗ୍-ସମର ୨୦୨୪ (ଏସ୍ଏସ୍’୨୪) କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ନୂଆ ରେଞ୍ଜରେ ୧୦୦ରୁ ଅଧିକ!-->!-->!-->…
ନିଟ୍ ୟୁଜି ୨୦୨୪ରେ ବାଲେଶ୍ୱରରୁ ଆକାଶ ଏଜୁକେଶ୍ନାଲ ସର୍ଭିସେସ୍ ଲିମିଟେଡର ୫ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଛାତ୍ରଛାତ୍ରୀମାନେ ନିଟ୍ ପାଇଁ ପ୍ରସ୍ତୁତ ହେବା ଲାଗି ଏଇଏସ୍ଏଲ୍ର କ୍ଲାସ୍ରୁମ ପ୍ରୋଗ୍ରାମରେ ନାମ ଲେଖାଇଥିଲେ, ଯାହାକୁ ବିଶ୍ୱବ୍ୟାପୀ ବ୍ୟାପକ ରୂପେ ଅନ୍ୟତମ ଜଟିଳତମ ପ୍ରବେଶିକା ପରୀକ୍ଷା ଭାବେ ପରିଗଣିତ କରାଯାଇଥାଏ ।
ବିଷୟବସ୍ତୁକୁ ଭଲ ଭାବରେ ବୁଝିବା ଓ ଏକ ଶୃଙ୍ଖଳିତ ଅଧ୍ୟୟନ !-->!-->!-->…
ବିଜେଡି: ୭୨ରୁ ୧୦୬, ବିଜେପି:୩୨ରୁ ୫୮ -ସମାଜ’ ଲୋକମତ ପ୍ରକାଶିତ
କଟକ, : ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଦୈନିକ ‘ସମାଜ’ ପକ୍ଷରୁ କରାଯାଇଥିବା ସବୁଠାରୁ ବଡ଼ ନିରପେକ୍ଷ ସର୍ବେକ୍ଷଣର ଫଳାଫଳ ପ୍ରକାଶ ପାଇଛି। ମିଳିଥିବା ତଥ୍ୟ ଅନୁସାରେ ବିଧାନସଭା ନିର୍ବାଚନରେ ବିଜେଡି ଆଗରେ ରହିଥିବାବେଳେ ଲୋକସଭା ନିର୍ବାଚନରେ ବିଜେପି!-->…
ଏକାଧିକ ବର୍ଗରେ ଗ୍ରାହକଙ୍କୁ ଲୋନ ଅଫର ଯୋଗାଉଛି ଫୋନପେ
ଭୁବନେଶ୍ୱର : ଫୋନପେ ନିଜର ବିଶ୍ୱସ୍ତ ବ୍ୟାଙ୍କ, ଅଣ-ବ୍ୟାଙ୍କି ଫାଇନାନ୍ସିଆଲ କମ୍ପାନୀ ଏନବିଏଫସି(ଘଈୠଉଗ୍ଦ) ଏବଂ ଫିନଟେକ ନେଟୱର୍କ ସହଭାଗୀତାରେ ୬ଟି ପ୍ରମୁଖ ବର୍ଗରେ ଲୋନ ଅଫର କରୁଛି । ସେଗୁଡିକ ହେଉଛି ବାଇକ ଲୋନ, କାର ଲୋନ, ହୋମ ଲୋନ, ଗୋଲ୍ଡ ଲୋନ, ଏଜୁକେସନ ଲୋନ ଏବଂ ମ୍ୟୁଚୁଆଲ!-->!-->!-->…
ପୁରୀ ବାଣ ବିସ୍ଫୋରଣ ଏହି ସବୁ ସୁରକ୍ଷା ତ୍ରୁଟି – ଚାଲିଗଲା ୩ ଅମୂଲ୍ୟ ଜୀବନ , ୨୫ ଚିକିତ୍ସିତ
ନିଶ୍ଚିତ! ବାଣ ବା ଫାୟରଓ୍ୱାର୍କ୍ସ ସହ ଜଡ଼ିତ କାର୍ଯ୍ୟକ୍ରମ ସମୟରେ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ କିଛି ଜରୁରୀ ନିରାପତ୍ତା ଉପାୟ ଉପରେ ବିଚାର କରିବାକୁ ପଡିବ:
ଲାଇସେନ୍ସପ୍ରାପ୍ତ ପେସାଦାର: ବାଣ ପ୍ରଦର୍ଶନ ପରିଚାଳନା ପାଇଁ ସର୍ବଦା ଲାଇସେନ୍ସପ୍ରାପ୍ତ ପେସାଦାର!-->!-->!-->!-->!-->…
୮୦ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବୁର୍ଲା: ସମୟ ୧୧.୩୦ ସମୟରେ ଭିମସାର ବୁର୍ଲାଠାରେ ଜମନକିରା ଥାନା ଅଂଚଳର ଜଣେ ବ୍ୟକ୍ତି ଗଜାଧର ସାହୁ (୮୦ ବର୍ଷ) ଦୁର୍ଘଟଣାରେ ଆହତହୋଇ ଗତ କାଲିଠାରୁ ଚିକିତ୍ସା ପାଇଁ ଭିମସାର ବୁର୍ଲ।।ରେ ଭର୍ତି ହୋଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର, ପବିତ୍ର ହେମ୍ରମ!-->!-->!-->…
ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି ଫ୍ଲିପ୍କାର୍ଟ ଗ୍ରୋସରୀ
ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଏହାର ଗ୍ରୋସରୀ ବ୍ୟବସାୟରେ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି । ଏକ ଗ୍ରାହକ-ପ୍ରଥମ ସଂସ୍ଥା ଭାବେ ଫ୍ଲିପ୍କାର୍ଟ ଗ୍ରୋସରୀ, ସୁଲଭ ମୂଲ୍ୟରେ ସତେଜ ଉତ୍ପାଦ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି ।!-->!-->!-->…
୨୦୨୪ ଆର୍ଥିକ ବର୍ଷରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉଲ୍ଲେଖନୀୟ ଅଭିବୃଦ୍ଧି
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ପାଇଁ ଏହାର ଫଳାଫଳ ଘୋଷଣା କରାଯାଇଛି । ଏହି ଆର୍ôଥକ ବର୍ଷରେ ସମସ୍ତ ପରିମାପରେ ପ୍ରଦର୍ଶନରେ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ!-->…