Sign in
Sign in
Recover your password.
A password will be e-mailed to you.
ଆଜି ଶାରଦୀୟ ନବରାତ୍ରୀର ଶେଷ ଦିନ : ଆଜି ସିଦ୍ଧିଦାୟିନୀ ମା ସିଦ୍ଧିଦାତ୍ରୀଙ୍କ ଉପାସନା କରନ୍ତୁ
ମା ଦୁର୍ଗାଙ୍କ ନବମ ରୂପ ଦେଉଛି ମା ସିଦ୍ଧିଦାତ୍ରୀ । ନାମରୁ ହିଁ ଜଣାପଡେ ଯେ ମାଙ୍କ ଉପାସନା କଲେ ସକଳ ସିଦ୍ଧିପ୍ରାପ୍ତ ହୁଏ ଓ ମନୋରଥ ପୂରଣ ହୁଏ । ମାତାଙ୍କ କୃପାରୁ ହିଁ ଭଗବାନ ଶିବ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଓ ଅର୍ଦ୍ଧନାରୀଶ୍ୱର ରୂପ ଧାରଣ କରିଛନ୍ତି । ମା ହେଉଛନ୍ତି ଚତୁର୍ଭୁଜା,…
ଜଳ-ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଆକ୍ରମଣ କରିପାରିବ ଭାରତ, ଏପରି କ୍ଷମତା ପୂର୍ବରୁ କେବଳ 5ଟି ଦେଶ ପାଖରେ ଥିଲା
ନୂଆଦିଲ୍ଲୀ : ଭାରତର ତିନି ସେନା ଆଣବିକ ଆକ୍ରମଣ କରିବାକୁ ସକ୍ଷମ । ଏପରି କ୍ଷମତା ରଖିବାରେ ଭାରତ ପୃଥିବୀର ୬ଷ୍ଠ ଦେଶରେ ପରିଣତ ହୋଇଛି । ଏହାକୁ ଅପରେସନାଲ ନ୍ୟୁକ୍ଲିୟର ଟ୍ରାୟାଡ କୁହାଯ଼ାଏ । ଏହାର ଅର୍ଥ ହେଉଛି ଭାରତ ସମୁଦ୍ର ମଧ୍ୟରୁ, ସ୍ଥଳଭାଗରୁ ଓ ଆକାଶମାର୍ଗରୁ ଆଣବିକ ଆକ୍ରମଣ…
ଶାରଦୀୟ ନବରାତ୍ରୀର ୮ ମ ଦିନରେ ମା ମହାଗୌରୀଙ୍କ ଉପାସନା କଲେ ସକଳ ମନୋକାମନା ପୂରଣ ହୋଇଥାଏ
ମା ଦୁର୍ଗାଙ୍କ ଅଷ୍ଠମ ରୂପ ହେଲେ ମା ମହାଗୌରୀ । ନାମରୁ ହିଁ ପ୍ରତୀତ ହେଉଛି ଯେ ମା ଗୌରବର୍ଣ୍ଣା ଓ ଅପରୂପା । ଶ୍ୱେତବସନା ମାଙ୍କ ·ରିିଟି ହାତ ଓ ସେଗୁଡ଼ିକରେ ପଦ୍ମ, ତ୍ରୀଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି ଓ ୪ର୍ଥ ହସ୍ତଟି ବରଦ ମୁଦ୍ରାରେ ରହିଛି । ସେ ବୃଷଭ ଧାରଣ କରିଥିବାରୁ ତାଙ୍କୁ…
କାଳରାତ୍ରୀ : ମା’ ଦୁର୍ଗାଙ୍କ କରାଳ ରୂପ, ନବରାତ୍ରୀର 7ମ ଦିନରେ ମା’ଙ୍କ ଉପାସନା କଲେ ଅମୋଘ ଫଳପ୍ରାପ୍ତି…
ମା ଦୂର୍ଗାଙ୍କ ୭ମ ରୂପ ହେଉଛନ୍ତି ମା କାଳରାତ୍ରୀ । ନାମରୁ ହିଁ ଜଣାପଡେ ଯେ ମା ଭୀଷଣାକୃତି । ଶରୀରର ରଂଗ ରାତି ପରି କଳା, ଚକ୍ଷୁ ଅଗ୍ନୀସମ, କେଶ ରାଶି ଅସ୍ତବ୍ୟସ୍ତ । ତ୍ରିନେତ୍ରା, ଚତୁର୍ଭୁଜା ମାତାଙ୍କ ବାହାନ ହେଉଛି ଗଧ । ମାତାଙ୍କ ବାମ ଦୁଇ ହସ୍ତରେ ଖଡଗ ଓ ଲୌହକଣ୍ଟା ଥିବାବେଳେ ଡାହାଣ…
ପ୍ରବଳ ରିହାତି ମିଳୁଛି, ତଥାପି ପାର୍ବଣ ଋତୁରେ ଗାଡ଼ି ବେପାର ମାନ୍ଦା,
ନୂଆଦିଲ୍ଲୀ : ଏ ବର୍ଷ ପାର୍ବଣ ଋତୁରେ କାର ବେପାର ମାନ୍ଦା । ଏହାର କାରଣ ହେଉଛି ଏହାର କାରଣ ହେଉଛି ଲୋକେ ଏଥର ସେତେଟା ଉତ୍ସାହିତ ନାହାନ୍ତି । ତେଲଦର ବୃଦ୍ଧି, ଦେଶର କେତେକ ଅଂଚଳରେ ବନ୍ୟା ଓ ବୀମା ବାବଦ ଖର୍ଚ୍ଚ ବୃଦ୍ଧି ଫଳରେ ଗ୍ରାହକମାନେ ଗାଡି କିଣିବାକୁ ସେତେଟା ଉତ୍ସାହ…
ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟିନୀଙ୍କ ଆରାଧନା କରନ୍ତୁ, ଶତ୍ରୁ ଉପରେ ବିଜୟପ୍ରାପ୍ତ ହେବେ
ନବରାତ୍ରର ଷଷ୍ଠ ଦିବସରେ ମାତା କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମହାଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀ ଅଗ୍ନୀ ରୂପା ଏହି ଦେବୀ । ଶତ୍ରୁର ବିନାଶ ପାଇଁ ଏହି ଦେବୀଙ୍କ ଆବାହନ କରାଯାଏ । ତୈତରୀୟ ଆରଣ୍ୟକ, ସ୍କନ୍ଦ ପୁରାଣ, ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୂର୍ଗାସପ୍ତସତୀ ଓ କାଳିକା…
ଶାରଦୀୟ ନବରାତ୍ର ର 5ମ ଦିନ ରେ ମା ସ୍କନ୍ଦମାତାଙ୍କ ଆରାଧନା କରନ୍ତୁ
ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ ଦ୍ୱାରା…
ଶାରଦୀୟ ନବରାତ୍ରୀର 4ର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କ ଆରାଧନା କରନ୍ତୁ, ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି…
ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି । ସେ ଅଷ୍ଟଭୂଜା,…
ସାମସଙ୍ଗ୍ ଗାଲାକ୍ସି ଏ-୯ର ଗ୍ଲୋବାଲ ଲଞ୍ଚ୍ , ପଛପଟେ ରହିଛି ୪ଟି କ୍ୟାମେରା
ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏ୯କୁ ମାଲେସିଆର କ୍ୱାଲାଲମପୁର ରେ ଉନ୍ମୋଚନ କରାଯାଇଛି। ବିଶ୍ୱର ପ୍ରଥମ ପଛ କ୍ୱାଡ୍ କ୍ୟାମେରା ସହିତ ଏହା ଉନ୍ମୋଚିତ ହୋଇଛି ଓ ଏଥିରେ ଅନେକ ପ୍ରକାର ସର୍ବାଧୁନିକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ପ୍ରତିଦିନର ରୋମାଞ୍ଚକୁ ଧରି ରଖିବା ଓ ତାହାକୁ…
ସ୍ମାର୍ଟ ହେବ ଭାରତର ସେନା, ଟେକନଲୋଜୀର ହେବ ଅଧିକ ପ୍ରୟୋଗ
ନୂଆଦିଲ୍ଲୀ : ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଚୀନ ସହିତ ଯ଼ୁଦ୍ଧରେ ଭାରତ ପରାଜୟ ବରଣ କରିଥିଲା । ଏବେ ବି ଚୀନ ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ହୋଇ ରହିଛି । ଚୀନ ସହିତ ଲଢିବାକୁ ହେଲେ ଆମକୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ …