ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ

ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍‌ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ…

୩୬୧ କୋଟି ଟଙ୍କାରେ ବିକ୍ରି ହେଲା ୧୯ କ୍ୟାରେଟର ହୀରା

ଜିନିଭା . - ସ୍ୱିଜରଲାଣ୍ଡରେ ଜିନିଭାଠାରେ ଅନୁଷ୍ଠିତ ଏକ ହୀରା ନିଲାମୀ ରେ ୧୯ କ୍ୟାରେଟ୍‌ର ଏକ ହୀରା ୩୬୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରି ଦରରେ ହୀରା ବିକ୍ରି ହେବା ଏହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହି ହୀରାଟି ଦକ୍ଷିଣ ଆଫ୍ରିକାର ହୀରଖଣିରୁ ମିଳିଥିଲା । ଜିନିଭାର…

ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍‌)

ପୁନେ . - ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍‌ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ…

ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୀପିକା ଓ ରଣବୀର, ୨ ପ୍ରକାରର ବିବାହ ଉତ୍ସବ

ନୂଆଦିଲ୍ଲୀ . - ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ରଣବୀର ସିଂ ଓ ଦୀପିକା ପାଦୁକନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରି ତାଙ୍କର ବିବାହ ବିଦେଶରେ ହୋଇଛି । ଇଟାଲୀର ଲେକ୍‌ କୋମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଙ୍କଣୀ ରୀତିନୀତି…

ଚୀନ୍‌କୁ ଚିନି ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ . - ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତରୁ ଚୀନକୁ ଚିନି ରପ୍ତାନୀ ପ୍ରାରମ୍ଭ ହେବ । ୫୦,୦୦୦ ଟନ ଚିନି ରପ୍ତାନୀ ପାଇଁ ଇଣ୍ଡିଆନ ସୁଗାର ବିଲ ଆସୋସିଏସନ ଏବଂ ଚୀନର ସାର୍ବଜନୀନ କ୍ଷେତ୍ରର କମ୍ପାନୀ ସିଓଏସିଓ ମଧ୍ୟରେ ବୁଝାମଣା ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଫଳରେ ଏହା…

୩ ସେନା ଉପପ୍ରମୁଖଙ୍କ ଆର୍ଥିକ ଶକ୍ତି ପାଞ୍ଚଗୁଣ ବୃଦ୍ଧି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ . -ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନା ଉପପ୍ରମୁଖଙ୍କ ଆର୍ଥିକ ନିଷ୍ପତ୍ତି ଗ୍ରହଣ କରିବା ଶକ୍ତିରେ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଗ୍ରହଣ ପରେ ତିନି ସେନାର ଉପ ପ୍ରମୁଖ ନିଜର ବର୍ତ୍ତମାନର ଆର୍ଥିକ ଶକ୍ତିର ପାଞ୍ଚଗୁଣ ଅଧିକ ଅର୍ଥାତ୍ ୫୦୦ କୋଟି ଟଙ୍କା ପର୍ୟ୍ୟନ୍ତ…

ଜଳସ୍ଥଳ ଆକାଶରୁ ଭାରତ କରିପାରିବ ପରମାଣୁ ଆକ୍ରମଣ

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତର ନାବିକମାନଙ୍କୁ ଭେଟିଛନ୍ତି । ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ (ଊରଗ୍ଧରକ୍ସକ୍ସରଦ୍ଭମର…

ଲୋକ ପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ,

ଭୁବନେଶ୍ୱର . – ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ତାଙ୍କର ପରଲୋକ ହୋଇଛି । ହୃଦ ଯନ୍ତ୍ର ଜନିତ ସମସ୍ୟା ଯୋଗୁଁ ୨ ବର୍ଷ ତଲେ ତାଙ୍କର ଛାତିରେ ଅସ୍ତ୍ରପୋଚାର କରାଯାଇଥିଲା । ଚିତ୍ତଜେନାଙ୍କ ମୃତ୍ୟୁ ଶଯ୍ୟା ନିକଟରେ…

ମୋବାଇଲ ଫୋନ୍ ମାଧ୍ୟମରେ ଏବେ ରେଳରେ ସାଧାରଣ ଟିକେଟ କରିପାରିବେ ବୁକିଂ

• ସିଜନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ହିତ ସମସ୍ତ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା ବ୍ୟବସ୍ଥା ‘ୟୁଟିଏସ ଅନ୍ ମୋବାଇଲ’ ଆପରେ ଉପଲବ୍ଧ ରେଳବାଇ ନଗଦ ବିହୀନ କାରବାର (ଡିଜିଟାଲ କାରବାର)କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋବାଇଲ ଫୋନ୍ ମାଧ୍ୟମରେ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା…

ସହଜ ହେଲା ଅଟଳ ପେନସନ ଯୋଜନା

• ଅଟଳ ପେନସନ ଯୋଜନାର ସଦସ୍ୟଙ୍କ ସଂଖ୍ୟା ୧.୨୪ କୋଟି ଟପିଲା • ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୭ଲକ୍ଷରୁ ଅଧିକ ନୂତନ ସଦସ୍ୟ ଏହି ଯୋଜନାରେ ସାମିଲ • ଓଡ଼ିଶାରେ ଏପିୱାଇ ଯୋଜନାର ସଦସ୍ୟମାନଙ୍କ ସଂଖ୍ୟା ୩,୯୮,୪୧୬ ନୂଆଦିଲ୍ଲୀ . - ଅଟଳ ପେନସନ ଯୋଜନା (ଏପିୱାଇ) ଅନ୍ତର୍ଗତ…