Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ଶୁକ୍ରବାରରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ
ଭୁବନେଶ୍ୱର . - ପୁଣି ରାଜ୍ୟ ସରକାର ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ଆସନ୍ତା କାଲି ୨୧ ତାରିଖ ଶୁକ୍ରବାରରେ ପୁଣି ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା , ମାତ୍ର ରାଜ୍ୟରେ…
ପୁରୀରେ ମଟରସାଇକେଲ ଦୁର୍ଘଟଣାରେ ଭଦ୍ରକ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
ପୁରୀ .- ପୁରୀ-କୋଣାର୍କ ରାସ୍ତାରେ ଏକ ମଟର ସାଇକେଲ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏମାନେ ମାଳତୀପାଟପୁର ଓଭର ବ୍ରିଜ ରାସ୍ତାରେ କୋଣାର୍କ ଆଡକୁ ଯାଉଥିବା ବେଳେ ସେମାନଙ୍କର ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ…
କୌଣସି ଖର୍ଚ୍ଚ ବିନା ପାଇବେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରତିଦିନ କରନ୍ତୁ ଯୋଗ
ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ଲାଗିଥାଏ । ଏଥିପାଇଁ ଅନେକ ଲୋକ ଅନେକ କିଛି ଖର୍ଚ୍ଚ କରିଥାଆନ୍ତି । ମାତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଅଳ୍ପ କିଛି ସମୟ ଯୋଗ କଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ଅନେକ ରୋଗ ସ୍ପର୍ଶ କରିପାରିବ ନାହିଁ । କେବଳ ସ୍ୱାସ୍ଥ୍ୟ ନୁହେଁ ମନ…
ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କଲେ ନିଜର ଆନିମେଟେଡ୍ ଯୋଗ ଭିଡିଓ(ତ୍ରିକୋଣାସନ)
ନୂଆଦିଲ୍ଲୀ . - ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ମୋଦୀଙ୍କର ଆନିମେଟେଡ୍ ରୂପ ରହିଛି । ଏଥିରେ ତ୍ରିକୋଣାସନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ।
ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ…
ରାମଚରିତ ମାନସ: ବଡ଼ କାମ କରୁଥିଲେ ନିର୍ଭୟ ରୁହନ୍ତୁ
ଶ୍ରୀରାମ ଚରିତ୍ର ମାନସର ପଂଚମ ଅଧ୍ୟାୟ ହେଉଛି ସୁନ୍ଦରାକାଣ୍ଡ । ଏହି ଅଧ୍ୟାୟରେ ସୁଖୀ ଜୀବନ ଓ ସଫଳତା ପାଇବା ପାଇଁ ଅନେକ ସୁତ୍ର ରହିଛି । ଏହି କାଣ୍ଡରେ ସଫଳତା କିପରି ମିଳିଥାଏ ତାହା ଭଗବାନ ହନୁମାନ ବର୍ଣ୍ଣନା କରିଛନ୍ତି । ସୁନ୍ଦରାକାଣ୍ଡ ଅନୁସାରେ ହନୁମାନ ଲଙ୍କା ପଂହଚିଗଲେ ଓ ରାବଣଙ୍କର…
ଡାଇରିଆ ଜନିତ ଶିଶୁ ମୃତ୍ୟୁ ୨୦୨୨ ପର୍ଯ୍ୟନ୍ତ ଶୂନ୍ୟ ସ୍ତରକୁ ଅଣାଯିବା ଲକ୍ଷ୍ୟ: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବଦ୍ଧନ ବର୍ଷ ୨୦୨୨ ପର୍ଯ୍ୟନ୍ତ ଦେଶରେ ଡାଇରିଆ କାରଣରୁ ହେଉଥିବା ଶିଶୁମାନଙ୍କର ମୃତ୍ୟୁକୁ ଶୂନ୍ୟ କରିବା ପାଇଁ ନୂଆ ରଣନୀତି ଓ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ଦେଶରେ ପ୍ରଜନନାତ୍ମକ, ମାତୃତ୍ୱ, ନବଜାତ, ଶିଶୁ…
ଜମ୍ମୁ କାଶ୍ମୀରରେ ଓଡିଆ ଜବାନ ସହିଦ
ଶ୍ରୀନଗର . - ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡିଆ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇତିବା ଜବାନଙ୍କ ନାମ ଅଜିତ ସାହୁ । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳରେ ।
କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କମାନଙ୍କର ମୁକାବିଲା କରିବା ସମୟରେ ଅଜିତ୍ ସହିଦ ହୋଇଛନ୍ତି…
ଓମ ବିର୍ଲା ଲୋକସଭା ବାଚସ୍ପତି ପ୍ରାର୍ଥୀ ପାଇଁ ଆଜି କରିବେ ନାମାଙ୍କନ, ଆସନ୍ତାକାଲି ନିର୍ବାଚନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲୋକସଭା ବାଚସ୍ପତି ପାଇଁ ରାଜସ୍ଥାନର କୋଟା-ବୁନ୍ଦୀ ଆସନରୁ ସାଂସଦ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବ ଦେଇଛି । ଏହି ନୋଟିସକୁ ଏନଡିଏର ୧୦ଟି ଦଳ ସମର୍ଥନ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ…
ଜ୍ୱରରେ ମହାବାହୁ , ବ୍ରହ୍ମଗିରିରେ ଦର୍ଶନ ଦେଉଛନ୍ତି ଅଲାରନାଥ
ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି ।
ବ୍ରହ୍ମଗିରିର…
ଅନନ୍ତନାଗରେ ପୁଲୱାମାର ପ୍ରତିଶୋଧ, ମୁଖ୍ୟ ଷଡ଼ଯନ୍ତ୍ରାକାରୀ ନିହତ, ସେନାର ଜଣେ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ମଙ୍ଗଳବାର ସକାଳୁ ସୁରକ୍ଷାବାହିନୀର ଯବାନ ମାନଙ୍କୁ ବଡ଼ ସଫଳତା ମିଳିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ଏବଂ ଜୈଶ-ଏ-ମହମ୍ମଦ କମାଣ୍ଡର ସଜ୍ଜାଦ ଭଟକୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ନିହତ କରିଛନ୍ତି…