ଆଜି ହେରା ପଞ୍ଚମୀ , ଜଗନ୍ନାଥଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ମହାପ୍ରଭୂ ବଡଦେଉଳ ଛାଡି ଘୋଷଯାତ୍ରା କରିଛନ୍ତି . ବିରହ ବେଦନାରେ ମା ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଚିନ୍ତାରେ . ପତିଙ୍କ ବିରହ ବିଧୁରା ଲକ୍ଷ୍ମୀ ସାଆନ୍ତାଣିଙ୍କ ବିରହ ବେଦନା ଅସହ୍ୟ . ଏହି ବେଦନାକୁ ଭଉଣୀ ବିମଳାଙ୍କ ପାଖରେ ପ୍ରକାଶ କରିଛନ୍ତି ଲକ୍ଷ୍ମୀ ଠାକୁରାଣି . ଏହାର ପ୍ରତିକାର ପାଇଁ ମା…

ବ୍ରିଜ ଉପରୁ ଖସିଲା ଯାତ୍ରୀବାହୀ ବସ୍, ୨୯ ମୃତ

ନୂଆଦିଲ୍ଲୀ: ‘ଯମୁନା ଏକ୍ସପ୍ରେସ ୱେ’ରେ ରବିବାର ବିଳମ୍ବିତ ରାତି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଦୁର୍ଘଟଣାରେ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସୂଚନା ପାଇ ପୋଲିସ…

ରବିବାର ରାତିରେ ବନକଲାଗି ନିତୀ, ରାତି ୯ଟାରୁ ବନ୍ଦ ହେବ ଆଡପ ମଣ୍ଡପ ଦର୍ଶନ

ପୁରୀ . - ଆଡପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରବିବାରରେ ହେରା ପଞ୍ଚମୀ ପୂର୍ବ ଦିନ ହୋଇଥିବାରୁ ରାତିରେ ବନକ ଲାଗି ନିତୀ ଅନୁଷ୍ଠିତ ହେବ । ଏଥିପାଇଁ ରାତି ୯ଟାରୁ ଦର୍ଶନ ବନ୍ଦ ରଖା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।…

୨୦୨୫ ସୁଦ୍ଧା  ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ

ନୂଆଦିଲ୍ଲୀ : ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତକୁ ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୫ ସୁଦ୍ଧା ଏକ ୫ ଟ୍ରିଲିୟନ ଡଲାର ( ୫ ଲକ୍ଷ କୋଟି ଡଲାର) ଅର୍ଥନୀତିରେ ପରିଣତ କରିବାକୁ ସରକାରଙ୍କ ଅଙ୍ଗୀକାର ବଦ୍ଧତା ବିଷୟରେ ସୂଚନା ଦେଇଛନ୍ତି  । ଅର୍ଥନୈତିକ ସର୍ବେକ୍ଷଣ…

ପିଲାର ଓଜନର ୧୦%ରୁ କମ ହେବା ଦରକାର ସ୍କୁଲ ବ୍ୟାଗର ଓଜନ: ଗବେଷଣା

ନୂଆଦିଲ୍ଲୀ: କାନ୍ଧରେ ଓଜନିଆ ସ୍କୁଲ ବ୍ୟାଗ ଧରିବା କାରଣରୁ ପିଲାମାନଙ୍କୁ ଆଗକୁ ଯାଇ ହେବାକୁ ଥିବା ଗମ୍ଭୀର ସମସ୍ୟାକୁ ଦେଖି ସ୍କୁଲ ବ୍ୟାଗର ଓଜନ କମ କରିବା ପାଇଁ ଚାରିଆଡେ ଚର୍ଚ୍ଚା ହେଉଛି । ବୈଜ୍ଞାନିିକମାନେ ମଧ୍ୟ ଏହି କଥାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଏବେ ସେମାନେ ପ୍ରମାଣିତ…

ଆଡପ ଅଭଡା

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ପାଖରେ ଭୋଗ ଲାଗିଛି ଅନ୍ନପ୍ରସାଦ । ଆଉ ଭକ୍ତମାନେ ପ୍ରସାଦ ରୂପେ ଖାଇବାକୁ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡପ ଅଭଡା । କୁହାଯାଏ ଆଡପ ମଂଡପରେ ମହାପ୍ରଭୂଙ୍କୁ ଦର୍ଶନ କରି ଆଡପ ଅଭଡା ଖାଇଲେ ଶହେ ଜନ୍ମର ପାପ କ୍ଷୟ ହୁଏ । ତେଣୁ କାହିଁ କେତେ ଦୂରରୁ ଆସିଥିବା…

ବଜେଟ ମୁଖ୍ୟାଂଶ : ମଧ୍ୟବିତ୍ତଙ୍କ ଉପରେ ପଡିବ ପ୍ରଭାବ, ଧନୀ ଦେବେ ଅଧିକ କର

: ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ଆସିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିୟ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ । ଇଲେକ୍ଟ୍ରିକ କାର ଉପରେ ଜିଏସଟି ପରିମାଣ ୫ ପ୍ରତିଶତକୁ ହ୍ରାସ ଷ୍ଟାର୍ଟଅପରେ ନିବେଶ କଲେ କ୍ୟାପିଟାଲ ଗେନ ଟାକ୍ସ ପଡିବ ନାହିଁ ବା ରିହାତି…

ଏକ ଟଙ୍କା ନୁହେଁ ଦୁଇ ଟଙ୍କା ବଢିବ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସର ପ୍ରାବଧାନ କରାଯାଇଛି । ଏଥିଯୋଗୁଁ ଡିଜେଲ୍‌ ଓ ପେଟ୍ରୋଲ ଦର ୨ ଟଙ୍କା ବୃଦ୍ଧି ପାଇବ । ଅତିରିକ୍ତ ଉତ୍ପାଦ ଶୁଳ୍କ ଏକ ଟଙ୍କା ଓ ସଡକ ଭିତ୍ତି ଭୂମି ବିକାଶ ସେସ୍‌ ଏକ ଟଙ୍କା ଏ ପରି ଦୁଇ ଟଙ୍କା ବୃଦ୍ଧି ପାଇବ ।…

ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ . - ବଜେଟରେ ନିମ୍ନ ଲିଖିତ ଜିନିଷ ଶସ୍ତା ହେଲା ଇଲୋକ୍ଟ୍ରେନିକ ଗୁଡସ୍‌ ଇଲେକ୍ଟ୍ରିକ୍‌ ଗାଡି ସେଟଟପ୍‌ ବାକ୍ସ ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ

ବଜେଟରେ ଘୋଷଣା ଚାଲିବ ପ୍ରାଇଭେଟ୍‌ ଟ୍ରେନ

ନୂଆଦିଲ୍ଲୀ : ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଘରୋଇ କମ୍ପାନିମାନଙ୍କୁ ଟ୍ରେନ ଚଳାଇବାକୁ ଅନୁମତି ମିଳିବ…