Sign in
Sign in
Recover your password.
A password will be e-mailed to you.
ବିହାର-ଆସାମ-ଉତ୍ତରପ୍ରଦେଶ ବନ୍ୟାରେ ୬୫ ମୃତ
ନୂଆଦିଲ୍ଲୀ: ବିହାର, ଆସାମ ଓ ଉତ୍ତର ପ୍ରଦେଶରେ ବନ୍ୟା ଯୋଗୁଁ ଉଦବେଗଜନକ ପରିସ୍ଥିତି ଦେଖାଯାଇଛି । ବିହାର ୧୬ଟି ଜିଲ୍ଲାରେ ୩୪ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ ଓ ଆସାମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଆସାମରେ ବନ୍ୟା ଯୋଗୁଁ ୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାରରେ ୪୩ ଲକ୍ଷ ଲୋକ…
ଜାଣନ୍ତୁ ହଳଦୀ ଓ ରସୁଣ ସ୍ୱାସ୍ଥ୍ୟପାଇଁ କେତେ ଭଲ
ହଳଦୀ
ଆୟୁର୍ବେଦରେ ଏହା ଏକ ଉତ୍ତମ ସ୍ଥାନ ଗ୍ରହଣ କରିଛି ।ଚର୍ମର ସୌନ୍ଦର୍ଯ୍ୟ ସହିତ ଶରୀର ସୁସ୍ଥତା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହଳଦୀ।ହଳଦି ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦ୍ରୁତ ଆରୋଗ୍ୟ କରାଇପାରେ। ଆର୍ଥ୍ରାଇଟିସ୍, ଛାତି ପୋଡିବା, କୃମି, ପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଦାନ୍ତବ୍ୟଥା,…
ପାଟକୁରା ନିର୍ବାଚନ ପାଇଁ ପ୍ରଚାର ଜୋରଦାର
କେନ୍ଦ୍ରାପଡ଼ା .- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ପାଟକୁରା ନିର୍ବାଚନ ପ୍ରଚାର ବେଳେ ଆଚରଣ ବିଧି ଲଂଘନ ହେଉଛି କି ନାହିଁ, ତାହା ଉପରେ ନିୟୋଜିତ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ସେହିପରି ସହରର…
ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ଡାଏଲିସସ୍ ୟୁନିଟ୍, ଏମ୍ଆର୍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି…
ଭୁବନେଶ୍ୱର .- ଭୁବନେଶ୍ୱର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ଶଯ୍ୟା ବିଶିଷ୍ଟ ଡାଏଲିସସ୍ ୟୁନିଟ୍, ଦ୍ୱିତୀୟ ଏମ୍ଆର୍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି କେନ୍ଦ୍ର ଲୋକାର୍ପିତ ହୋଇଛି। ଖୁବ୍ଶୀଘ୍ର ୨୫ଟି ମଡ୍ୟୁଲାର ଓଟି ଏବଂ ୧୦୨ଟି ଆଇସିୟୁ ପ୍ରତିଷ୍ଠା କରାଯିବ। ଅନୁଷ୍ଠିତ…
ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ…
ଦୁବାଇରେ ଅଟକି ରହିଥିବା ୧୮ ଜଣ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ସମସ୍ତ…
ଚିଟ୍ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇ ସୁପାରିଶ
ଭୁବନେଶ୍ୱର .- ରାଜ୍ୟରେ ଚିଟ୍ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ୍ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଶେଷ ହେବାକୁ ଯାଉଛି। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କମିଶନ କ’ଣ କ’ଣ…
ନୀଳାଦ୍ରି ବିଜେ,ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଶ୍ରଦ୍ଧାଳୁଓ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀ ଜୀଉମାନେ…
ମଇଁଷି ଦେଉଛି ବୁଡା ପହଁରା , ଦେଖନ୍ତୁ ଭିଡିଓ
ମାଛ ପାଣି ଭିତରେ ରହିଥାଏ । କୁମ୍ଭୀର ସହ ଅନ୍ୟାନ୍ୟ ଜଳଜ ଜୀବ ପାଣି ଭିତରେ ପହଁରି ଥାଆନ୍ତି । ମଣିଷ ବି ବୁଡା ପହଁରା ଦେଇଥାଏ । ହେଲେ ମଇଁଷି ପାଣିରେ ପହଁରିଥାଏ । ମାତ୍ର ଜୀବବିଜ୍ଞାନୀ ଓ ପ୍ରକୃତି ପ୍ରେମୀଙ୍କୁ ଏକ ଭିଡିଓ ଆଶ୍ଚର୍ଯ୍ୟ କରି ଦେଇଛି .। ମଇଁଷି ପାଣି ଉପରେ ପହଁରିବା ବଦଳରେ…
ପାର୍କକୁ ସଫା କରିବା ସହ ଡଷ୍ଟବିନ୍ରେ ଅଳିଆ ଫିଙ୍ଗୁଛି ହାତୀ, ଦେଖନ୍ତୁ ଭିଡିଓ
ଏବେ ସ୍ୱଚ୍ଛତା ପାଇଁ ସମସ୍ତେ ବାର୍ତ୍ତା ଦେଉଛନ୍ତି । ସ୍ୱଚ୍ଛତା ସହ ଆମେ ପରିବେଶକୁ ଭଲ ରଖିବା ସହ ନିଜର ପାରିପାର୍ଶ୍ୱିକ ସ୍ଥିତି ଓ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ଅନେକ ଲୋକ ପାର୍କ ସହ ଅନ୍ୟାନ୍ୟ ସାଧାରଣ ସ୍ଥାନକୁ ଅପରିଷ୍କାର କରିଥାଆନ୍ତି । ମାତ୍ର ଏକ ହାତୀ ପାର୍କକୁ ସଫା କରିବା ସହ…
ଆଜି ଆଂଶିକ ଚନ୍ଦ୍ରଗହଣ: ଅପରାହ୍ଣ ୪ଟାରେ ବନ୍ଦ ହେବ ୪ ଧାମର କବାଟ
କୋଲକାତା: ଦେଶରେ ମଙ୍ଗଳବାର ବିଳମ୍ବିତ ରାତି ଠାରୁ ବୁଧବାର ଭୋର ୪ଟା ୩୦ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଏହି ଗ୍ରହଣ ମଙ୍ଗଳବାର ବିଳମ୍ବିତ ରାତି ୧ଟା ୩୧ ମିନିଟ ପୂର୍ବରୁ ହେବ । ଏଥି ପାଇଁ ଆଜି ଅପରାହ୍ଣ ସାଢ଼େ ୪ଟାରୁ ପାକତ୍ୟାଗ ବିଧି ରହିଛି । ଆଂଶିକ ଚନ୍ଦ୍ରଗ୍ରହଣ ରାତି ସାଢ଼େ…