Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ ଚୋରି ରୋକିବା ପାଇଁ ଲାଗିବ ସ୍ମାର୍ଟ ମିଟର
ଭୁବନେଶ୍ୱର - ରାଜ୍ୟରେ ଏଣିକି ବିଜୁଳି ସୁବଣ୍ଟନ ସହ ଚୋରୀକୁ ରୋକିବାପାଇଁ ସ୍ମାର୍ଟ ଓ ପ୍ରିପେଡ୍ ମିଟର ଲାଗୁ କରାଯିବ ବୋଲି ସୋମାବାରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ମାର୍ଟ ମିଟର ପ୍ରଥମେ ରାଉରକେଲାରେ ଲଗାଯିବ ।
ସେହିଭଳି ସମ୍ବଲପୁର ସହରରେ…
ଭୁବନେଶ୍ୱରରୁ ଜୁନାଗଡ ଏବଂ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ହେବ ଅଲଗା
ଭୁବନେଶ୍ୱର . - ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ବାଣ ବିସ୍ଫୋରଣରେ ଉଡିଗଲା ଘର, ଜଣେ ମୃତ
ନୟାଗଡ - ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଡ଼ିପଡ଼ା ବଜାର ଅନ୍ତର୍ଗତ ଜଗନ୍ନାଥପାଟଣା ସାହିରେ ଥିବା ଏକ ବାଣ କାରଖାନାରେ ରବିବାର ରାତିରେ ବଡ଼ଧରଣର ବିସ୍ଫୋରଣ ଘଟି ଆଜବେଷ୍ଟସ ଘର ଭୁଶୁଡ଼ି ପଡ଼ିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା।
ଏଠାରେ ଦୀର୍ଘ ଦିନ ହେଲା ବିନା ଲାଇନ୍ସେସରେ ବାଣ ତିଆରି କାରଖାନା…
ରାଜ୍ୟରେ ହେବ ୨ ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ, ୨୭ ହଜାର ପାଇବେ ନିଯୁକ୍ତି
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ହାଇ ଲେବଲ୍ କ୍ଲିଆରନ୍ସ କମିଟିର ବିଂଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ୫ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୪ହଜାର ୬୯ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ୩ ବର୍ଷରେ…
ଢେଙ୍କାନାଳ ଆଇଆଇଏମ୍ସିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ .- ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ୨୭ତମ ପ୍ରତିଷ୍ଠା ଦିବସ ଶନିବାରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ, ଜାତୀୟବାଦ ଓ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର…
ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ
ରାଜ୍ୟ ସରକାର ପୁଣି ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଗଗନ କୁମାର ଧଳଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ସୁଦର୍ଶନପାଲ୍ ଠାକୁରଙ୍କୁ କେ.ବି.କେ. ମୁଖ୍ୟ ପ୍ରଶାସକ…
ଏବେ ବନ୍ୟାର ସମ୍ଭାବନା ନାହିଁ
ଭୁବନେଶ୍ୱର - ସମ୍ପ୍ରତି ରାଜ୍ୟରେ ବନ୍ୟାର କୌଣସି ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା କହିଛନ୍ତି । ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ନାହିଁ । ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଙ୍କେତଠାରୁ ବହୁ ତଳେ ରହିଛି ।…
ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ ପକ୍ଷରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ
ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ ୟୁନିଟ ପକ୍ଷରୁ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ସିଓଓ-ଲାଞ୍ଜିଗଡ ୟୁନିଟ ରାକେଶ ମୋହନ ପତାକା ଉତ୍ତୋଳନ ସହ ଓଆଇଏସଏଫ ଯବାନମାନଙ୍କ ପକ୍ଷରୁ ହୋଇଥିବା ପରେଡରେ ଗାର୍ଡଅପ ଅନର ଗ୍ରହଣ କରିଥିଲେ ।
କ୍ଷୀର ସହ ଏସବୁ ଖାଇଲେ ହୋଇ ପାରେ ଫୁଡ୍ ପଏଜନିଂ, ପେଟ ଓ ସ୍ୱାସ୍ଥ୍ୟ ପାଇଁ ଖରାପ
କେତକ ଫଳ ରହିଛି ଯାହା ସହ କ୍ଷୀର କି ଏହି ଫଳ ଖାଇ ସାଙ୍ଗେ ସାଙ୍ଗେ କ୍ଷୀର ପିଇଲେ କେତକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।
କ୍ଷୀର ପିଇ ମଧ୍ୟ ଏହି ଫଳ ସାଙ୍ଗେ ସାଙ୍ଗେ ଖାଇବା ଅନୁଚିତ୍
କମଳା ଓ କ୍ଷୀର: କମଳା ଓ କ୍ଷୀର ଏକାଠି ଖାଇବା ଉଚିତ ନୁହେଁ। କାରଣ ଏହା ସହଜରେ ହଜମ ହୋଇ ନଥାଏ।…
ଜାତିର ପିତା ମହାତ୍ମା ଗାନ୍ଧୀ
ସାରା ବିଶ୍ୱରେ ସଭିଁଙ୍କ ନିମନ୍ତେ ‘ସ୍ୱାଧୀନତା’ର ଖୁବ ବିଶେଷତ୍ୱ ରହିଛି।ଭାରତ ପାଇଁ ଏହାର ଗୁରୁତ୍ୱତା ମଧ୍ୟ ସ୍ୱତନ୍ତ୍ର। କାରଣ ଇଂରେଜ ମାନଙ୍କ ଦ୍ୱାରା ପ୍ରାୟ ୨୦୦ ବର୍ଷ ଠାରୁ ଅଧିକ ଶାସନ ପରେ ୧୫ ଅଗଷ୍ଟ ୧୯୪୭ ମସିହାରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା। ସମସ୍ତ ଭାରତୀୟ ମାନଙ୍କ ପାଇଁ ଏହା…