Sign in
Sign in
Recover your password.
A password will be e-mailed to you.
ଆରବ ସାଗରରେ ହିକ୍କା ନେଲା ବାତ୍ୟା ରୂପ, ଓଡିଶାରେ ୨୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା
ଭୁବନେଶ୍ୱର - ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ହିକ୍ମା କ୍ରମଶଃ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଓମାନର ତଟବର୍ତ୍ତୀ ଅଞ୍ଚଳ ଦେଇ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…
ଅନ୍ଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ
ଭୁବନେଶ୍ୱର- ରାଜ୍ୟରେ ଅକ୍ଟୋବର ପହିଲାରୁ ଅନ୍ଲାଇନ୍ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ନୂତନ ମୋଟରଯାନ ଆଇନ୍ ଅନୁସାରେ ବିନା ପ୍ରଦୂଷଣ ପ୍ରମାଣପତ୍ରରେ କୌଣସି ଯାନ ଚଳାଚଳ କରିପାରିବ ନାହିଁ । ଚଳିତମାସ ୧ ତାରିଖରୁ ସାରା ଦେଶରେ ନୂତନ ମୋଟରଯାନ ଆଇନ୍ କାର୍ଯ୍ୟକାରୀ…
ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର - ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉଥିବାରୁ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ୨୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ
ଭୁବନେଶ୍ୱର - ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଏ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍ କିଲ୍ ଏକ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଦକ୍ଷିଣ କୋରିଆ…
ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ
କଳାହାଣ୍ଡି - କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ସମ୍ପପନ୍ନ ହୋଇଛି । ଆଶ୍ୱୀନ ମାସ ମୂଳାଷ୍ଟମୀ ସନ୍ଧ୍ୟାରେ ମା’ ଲଙ୍କେଶ୍ୱରୀଙ୍କ ପଟଖଣ୍ଡାକୁ ପୁଝାରୀ ଓ ଅନ୍ୟ ଏକ ଖଣ୍ଡାକୁ ସଂଗୁଆରୀ ଧରି ମୁଖ୍ୟ ମନ୍ଦିରରୁ…
ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ
ନୂଆଦିଲ୍ଲୀ - ବ୍ୟାଙ୍କ ସଂଘଗୁଡିକ ଚଳିତମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ହେବାକୁଥିବା ସେମାନଙ୍କ ଧର୍ମଘଟ ଡାକରାରୁ ଓହରି ଯାଇଛନ୍ତି ।
କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ବେତନ ସଂଶୋଧନ,…
୨୫ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର - ଆସନ୍ତା ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଅନ୍ୟ…
ଡ୍ରାଇଭିଂ ଲାଇସେନ୍ସ ସହ ଆଧାର କାର୍ଡର ଲିଙ୍କ ହେବ
ନୂଆଦିଲ୍ଲୀ - ଆଧାରକାର୍ଡ୍ ସହ ଡ୍ରାଇଭିଂ ଲାଇସେନ୍ସକୁ ସଂଯୁକ୍ତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସର ଜାଲିଆତିକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସାଦ କହିଛନ୍ତି ।
ଆଧାର…
ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ
ଭୁବନେଶ୍ୱର - ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ମନ୍ତ୍ରୀଜେନା କହିଛନ୍ତି ଯେ କଟକ, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର,…
ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍
ବରଗଡ - ବରଗଡ ଜିଲ୍ଲା କଲ୍ୟାଣସିଂପୁର ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ସ୍ୱତନ୍ତ୍ର ପକ୍ସୋ ଅଦାଲତ ଶୁକ୍ରବାରରେ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୭ ଅକ୍ଟୋବର ୨୩ତାରିଖରେ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା ।