ଛତିଶା ନିଯୋଗ ବୈଠକ -ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ଉପରେ ମଧ୍ୟ ଆଲୋଚନା କରାଯିବ

ଛତିଶା ନିଯୋଗ ବୈଠକ -ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ଉପରେ ମଧ୍ୟ ଆଲୋଚନା କରାଯିବ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ  । …

ମାଟ୍ରିକ ପରୀକ୍ଷା-ଏଥର ମାଟ୍ରିକ ପରୀକ୍ଷାରେ ୫୦ମାର୍କର ଅବଜେକଟିଭ ପ୍ରଶ୍ନଗୁଡିକ ସକାଶେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟ୍‍…

ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପର ହୋଇଛି । ଏଥର ମାଟ୍ରିକ ପରୀକ୍ଷାରେ ୫୦ମାର୍କର ଅବଜେକଟିଭ ପ୍ରଶ୍ନଗୁଡିକ ସକାଶେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟ୍‍ ପ୍ରଦାନ କରାଯିବ ବୋଲି ବୋର୍ଡପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ଫଳରେ…

ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି

ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି  ।ଗତକାଲି ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ ୩୬ଜଣ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୩, ଅନୁଗୋଳରୁ ୩୨ ଏବଂ…

ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ଖୋଲାଯିବ

ଭୁବନେଶ୍ୱର -ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ବା କନ୍‍ଜ୍ୟୁମୟର ୱେଲ୍‍ଫେୟାର ପୋର୍ଟାଲ ଖୋଲାଯିବ । ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ…

ତାଳଚେର ସାର କାରଖାନା ଦେଶର ପ୍ରଥମ କୋଇଲା ଗ୍ୟାସିଫିକେଶନ ଆଧାରିତ ସାର କାରଖାନା-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ-  ତାଳଚେର ସାର କାରଖାନା ଦେଶର ପ୍ରଥମ କୋଇଲା ଗ୍ୟାସିଫିକେଶନ  ଆଧାରିତ ସାର କାରଖାନା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେଠାରେ କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେଶନ ଓ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ଅବସରରେ…

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରିବା ନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ କୂଳପତି ଏବଂ ଡିଗ୍ରୀ କଲେଜ୍‍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଗତ ମାର୍ଚ୍ଚ ୧୩ ତାରିଖ ପୂର୍ବରୁ ପଢ଼ା ଯାଇଥିବା ବିଷୟଗୁଡ଼ିକ ଉପରେ ପରୀକ୍ଷା କରିବା ନେଇ ପ୍ରସ୍ତାବ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନକୁହୁଡ଼ି-ଥଣ୍ଡା ଆହୁରି ବଢ଼ିବ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନକୁହୁଡ଼ି ଦେଖିବାକୁ ମିଳିଛି । ଉତ୍ତରାପବନ ବହୁଥିବାରୁ ଥଣ୍ଡା ବଢ଼ିଛି । ଆସନ୍ତା ୧୨ ତାରିଖରୁ ଥଣ୍ଡା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଇଛି । ସେପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍‍ ସୁବିଧା ଉପଲବ୍ଧ ହେବ

ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍‍ ସୁବିଧା ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ରସରକାର ପିଏମ୍‍ ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…

କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟଙ୍କ ଅଙ୍କୁଶ

କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟ ଅଙ୍କୁଶ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଏହି…

ରାଜ୍ୟରେ ଶୀତର ପ୍ରକୋପ ଜାରି -୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି

ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । ଏଥି ସହ ୧୩ଟି ଜିଲ୍ଲାର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‍ ତଳେ ଥିବା ସୂଚନା ମିଳିଛି । ଆଜି ଜଗତ୍‍ସିଂହପୁର, ବୌଦ୍ଧ, ରାୟଗଡ଼ା, ଭଦ୍ରକ, କଟକ ଓ…