ରିଲାଏନ୍ସ ଡିଜିଟାଲ୍‌ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍‌ ୬୨

ଫେବୃୟାରୀ ୨୦, ୨୦୨୧ : ରିଲାଏନ୍ସ ଡିଜିଟାଲ୍‌ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍‌ ସହଭାଗୀତା ସ୍ଥାପନ କରିଛନ୍ତି । ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ…

ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁଆଲି, କେନ୍ଦୁଝରରେ ମୋବାଇଲ୍‌ ସ୍ୱାସ୍ଥ୍ୟ ସେବା ୟୁନିଟ୍‌ର ଶୁଭାରମ୍ଭ –…

ଗନ୍ଧଲପଡ଼ା:୧୭/୨: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ କେନ୍ଦୁଝର, ଯୋଡ଼ା ବ୍ଲକ୍‌ ଗୁଆଲି ପଞ୍ଚାୟତର ଗନ୍ଧଲପଡ଼ା ଗାଁରେ ଲୋକମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ଏକ ମୋବାଇଲ୍‌ ସ୍ୱାସ୍ଥ୍ୟ ସେବା ୟୁନିଟ୍‌ର ଶୁଭାରମ୍ଭ କରାଯାଇଛି । ଗୁଆଲି ପଞ୍ଚାୟତ ସରପଞ୍ଚ ଶ୍ରୀମତି ପଦ୍ମାବତୀ…

ଭାରତରେ ଫ୍ଲିପ୍‌କାର୍ଟ ଏବଂ ନୋକିଆ ଡଟ୍‌ କମ୍‌/ଫୋନ୍‌ସରେ ନୋକିଆ ୫.୪ର ବିକ୍ରି ଆରମ୍ଭ

• କ୍ରିଏଟରଙ୍କ ପାଇଁ ନୋକିଆ ୫.୪, ଏହାର ୪୮ ମେଗାପିକ୍‌ସେଲ୍‌ କ୍ୱାଡ୍‌ କ୍ୟାମେରା ଯାହା ସଟର୍‌ ଲ୍ୟାଗ୍‌କୁ ସମ୍ପୂର୍ଣ୍ଣ ଦୂର କରିବ, ଉନ୍ନତ ରେକର୍ଡିଂ ଦକ୍ଷତା ସହିତ ପେସାଦାର କଲର ଗ୍ରେଡିଂ ଯାହା ଘର ଭିଡିଓ ଏବଂ ୱାକ୍‌ର୍ ଭିଡିଓକୁ ସିନେମା ଭଳି ଅନୁଭୁତି ପ୍ରଦାନ କରିବ ଓ ଓଜୋ ସ୍ପାଟିଆଲ୍‌…

ଆଷ୍ଟ୍ରାଜେନେକାର ଡାପାଗ୍ଲିିଫ୍ଲୋକ୍ସିନ୍‌କୁ ଭାରତରେ କିଡ୍‌ନି ରୋଗ ପାଇଁ ମଞ୍ଜୁରି ପ୍ରଦାନ

ଭୁବନେଶ୍ୱର: ବିଜ୍ଞାନ ଦ୍ୱାରା ପରିଚାଳିତ ଭାରତର ଅଗ୍ରଣୀ ବାୟୋଫାର୍ମାସ୍ୟୁଟିକାଲ୍‌ କଂପାନି ଆଷ୍ଟ୍ରାଜେନେକା ଇଣ୍ଡିଆ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଂଟି ଡାଇବେଟିକ୍‌ ଔଷଧ ଡାପାଗ୍ଲାଫ୍ଲୋକ୍ସିନ୍‌କୁ ଭାରତରେ ସ୍ଥାୟୀ କିଡ୍‌ନି ରୋଗ ତୃତୀୟ ସ୍ତର ପର୍ଯ୍ୟନ୍ତ ବ୍ୟବହାର କରିବା ଲାଗି…

ସରସ୍ୱତୀ ବନ୍ଦନା

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ବେତ ପଦ୍ମାସନା ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ୍ୟାପହା ୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା…

ସରସ୍ୱତୀଙ୍କର ଏହି ୧୨ଟି ନାମ ନେଲେ ବିଦ୍ୟାବୁଦ୍ଧି ଲାଭ କରିବେ

୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି ‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀଙ୍କ ସଂପର୍କରେ କୁହାଯାଇଛି, ସୃଷ୍ଟି…

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀ

ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାଭାବେ ପୂଜା କରାଯାଏ । ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। ଶ୍ରୀଦୁର୍ଗା…

ଏହି ରଙ୍ଗର ଫୁଲରେ ପୂଜା କଲେ ମିଳେ ସରସ୍ୱତୀଙ୍କ ଆଶୀର୍ବାଦ

ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରୀରେ ପୂଜା ପାଆନ୍ତି । ଆଶ୍ୱିନ ନବରାତ୍ରରେ ଦୁର୍ଗା ପୂଜା ପାଆନ୍ତି। ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା' ଙ୍କର ବାହାନ ମୟୁର ବୋଲି କେତେକ…

‘ଶ୍ରୀପଞ୍ଚମୀ’ର ବିଶେଷ୍ୱତ

ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ…

ସରସ୍ୱତୀ -ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା

ସରସ୍ୱତୀ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ସରସ୍ୱତୀ ପିତାମହ…