ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଡିଏଫ୍‍ଓଙ୍କର ଲାଇ…

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‍ଓଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଡିଏଫ୍‍ଓଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଭୁବନେଶ୍ୱରସ୍ଥିତ ଫୋରେନ୍‍ସିକ୍‍ ଲ୍ୟାବ୍‍ରେ ତାଙ୍କର ଏହି ଟେଷ୍ଟ

ସମାଜର ପୂର୍ବତନ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଶନିବାର ସନ୍ଧ୍ୟାରେ ପରଲୋକ

ଓଡ଼ିଶାର ସୁନାମଧନ୍ୟା ସାହିତ୍ୟିକା, ବିଶିଷ୍ଟ ବକ୍ତା, ସମାଜସେବୀ ତଥା ଦୈନିକ ସମ୍ବାଦପତ୍ର ସମାଜର ପୂର୍ବତନ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ସରକାର ନେଲେ ନିଷ୍ପତ୍ତି କଲେଜରେ ଆରମ୍ଭ ହେବ ପାଠ ପଢା – ଏହି ଶ୍ରେଣୀର ପିଲା ଆସିବେ

ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବାରୁ ଆସନ୍ତା ୨୦ତାରିଖରୁ ଶ୍ରେଣୀଗୃହରେ ସ୍ନାତକ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହକୁ ଆସି ପାଠ ପଢ଼ିବେ । ଏନେଇ

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ – ଏହି ଜିଲ୍ଲାମାନଙ୍କରେ ୨୪…

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଓଡିଶା ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,

ଏବେ ପୋଲିସ୍‌ ଏବଂ ଦମକଳ ବା ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

ଗୋଟିଏ ନମ୍ବର ଏଣିକି ଅଗ୍ନିଶମ ବିଭାଗ ସହାୟତା ପାଇଁ ୧୦୧ ବଦଳରେ ଲୋକମାନେ ସିଧାସଳଖ ୧୧୨କୁ ଜରୁରୀ ସହାୟତା ପାଇଁ କଲ୍‍ କରିପାରିବେ । ସେହିଭଳି ପୂର୍ବରୁ ଜରୁରୀକାଳୀନ ପୁଲିସ୍‍ ସହାୟତା ପାଇଁ ୧୦୦ ନମ୍ବର ବଦଳରେ ୧୧୨କୁ ବ୍ୟବହାର କରାଯିବ । ଏହାଦ୍ୱାରା ପୁଲିସ୍‍ ଓ ଅଗ୍ନିସମ ବିଭାଗ ସେବା

ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି

ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇଛି । ଏବେ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ୩ଲକ୍ଷ ୭୧ହଜାର ୨୬୪ ଘନଫୁଟ ଜଳ ପ୍ରବେଶ କରୁଛି । ଫଳରେ ଏହାର ୬ଟି ଗେଟ୍‍କୁ ବନ୍ଦ

ଦେଶର ଦକ୍ଷ ପ୍ରଶିକ୍ଷକମାନଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦେଶର ଦକ୍ଷ ପ୍ରଶିକ୍ଷକମାନଙ୍କୁ କୌଶଳାଚାର୍ଯ୍ୟ ପୁରସ୍କାର-୨୦୨୧ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପାଇଥିବା ୩୬ ଜଣଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି । ସେମାନେ ହେଲେ - ଚନ୍ଦ୍ରାବଳୀ ଖଟୁଆ, ଅଜୟ କୁମାର

କଟକ ବାଲୁବଜାର ପୂଜାକମିଟି ପକ୍ଷରୁ ଦେବୀଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନେଇ ଦାଏର୍‍ କରାଯାଇଥିବା ଆବେଦନକୁ…

କଟକ ବାଲୁବଜାର ପୂଜାକମିଟି ପକ୍ଷରୁ ଦେବୀଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନେଇ ଦାଏର୍‍ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । କଟକରେ ଜଗତ୍‍ଜନନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ହାଇକୋର୍ଟରେ ଶୁଣାଣି ହୋଇଛି । ସୂଚନାଯୋଗ୍ୟ, ମା’ ଦୁର୍ଗାଙ୍କ

ଶ୍ରବଣା ମକର ନକ୍ଷତ୍ର ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଛି

ଶ୍ରବଣା ମକର ନକ୍ଷତ୍ର ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଛି । ଏଥିଲାଗି ଶ୍ରୀଜୀଉଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ୍‍ ରଖାଯାଇଛି । ଆଗ୍ରହୀ ବ୍ୟକ୍ତିମାନେ

ମହାନଦୀରେ ବନ୍ୟା ଆଶଙ୍କା ନାହିଁ

ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଶୁକ୍ରବାରରେ ଅପରାହ୍ଣରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ ହ୍ରାସ ପାଇଛି । ତେଣୁ ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବ ନାହିଁ । ସେ