Sign in
Sign in
Recover your password.
A password will be e-mailed to you.
ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ
ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍ କଟକଣା ମଧ୍ୟରେ ଦୁଇ ଡୋଜ୍ ଟିକାର ପ୍ରମାଣପତ୍ର କିମ୍ବା!-->…
ମୋ’ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ…
ମୋ’ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ ଦେଢ଼କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ମୋ କଲେଜ ଅଭିଯାନ ସର୍ତ୍ତାବଳୀ ଅନୁଯାୟୀ ଏହିସବୁ ଅନୁଷ୍ଠାନକୁ ସହାୟତା ଆକାରରେ ଯେତେ ଅର୍ଥ ମିଳିଛି, ସରକାର ତା’ର ଦୁଇଗୁଣ!-->…
ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା ହେବ
ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ସମୁଦାୟ ୩୪ଟି ପୁଲିସ୍ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ!-->!-->!-->…
ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍ ବିନା…
ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଓ କୋଭିଡ୍ ପ୍ରୋଟୋକଲ ମାଧ୍ୟମରେ ଏହି ମ୍ୟାଚ!-->…
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ!-->!-->!-->…
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ…
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ କରାଯିବ । ଏହି ବ୍ୟବସ୍ଥାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଯକୃତ ପ୍ରତିରୋପଣ ସହିତ ଶିଶୁରୋଗ ବର୍ହିବିଭାଗରେ ଏକ ଆଲାର୍ଜି!-->…
ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ…
ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଆଜିଠାରୁ ଆରମ୍ଭ ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର!-->…
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ
ରାଜ୍ୟର ୧୧ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇଛି । ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ସେହିପରି ନୟାଗଡ଼, ସୁବର୍ଣ୍ଣପୁର, ଟିଟିଲାଗଡ଼, ଫୁଲବାଣୀ, କୋରାପୁଟଠାରେ ମଧ୍ୟ ତାପମାତ୍ରା ହ୍ରାସ ପାଇ ଶୀତ ଅନୁଭୂତ ହେଉଛି ।!-->…
ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ
ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବା ସହ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ତାପମାତ୍ରା ୧୧ଡିଗ୍ରୀ ସେଲ୍ସିୟସ୍କୁ ଖସି ଆସିଛି । ଗୋଟିଏ ଦିନ ମଧ୍ୟରେ ଏହା ୫ ଡିଗ୍ରୀ ଖସିବା ସହ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଅନ୍ୟ!-->…
ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ୍) କରାଯିବ
ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ୍) କରାଯିବ । ମତଦାନ ସରିବା ପରେ ଭୋଟ୍ ବାକ୍ସଗୁଡ଼ିକୁ ବ୍ଲକ୍ ସ୍ତରରେ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯିବ । ଏକକ ଗଣନା ପାଇଁ ଅଧିକ ବାଲାଟ୍ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ!-->…