ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ

ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହା କରୋନା କଟକଣା ଅନୁପାଳନ କରି ଚାଲିବ ବୋଲି ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକାମାନଙ୍କର ଆସନ୍ତା ୨୮, ୨୯ ଓ ୩୦ ତାରିଖରେ କରୋନା

ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ରହିଥିବା ସୀମା ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଉନ୍ନୟନ କମିସନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ

ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ

ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ କରାଯାଇଛି । ଏଥିରେ ୧୧ ଯୋଡା ଆନ୍ତଃଜୋନ୍‍ ଏକ୍ସପ୍ରେସ୍‍, ୮ ଯୋଡ଼ା ଲୋକାଲ ସ୍ୱତନ୍ତ୍ର ଟ୍ରେନ୍‍ ଏବଂ ୫ ଯୋଡା ଅନ୍ତଃଜୋନ୍‍ ସ୍ୱତନ୍ତ୍ର ଟ୍ରେନ୍‍ ସହିତ ମୋଟ ୨୪ ଯୋଡା ଟ୍ରେନ୍‍ରେ ଏହି ସିଜିନ୍‍ ଟିକେଟ୍‍ ବ୍ୟବସ୍ଥା

ଓଡ଼ିଶା ସମେତ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ -ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଏହି

ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍‍ କରି ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍‍ କରି ଦାଖଲ ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦

ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ

ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦୋଳବେଦୀ କୋଣ ଉତ୍ତରପାଶ୍ୱର୍ ମଠ ସମ୍ମୁଖରେ ନିମି ର୍ତ ମହାଯଜ୍ଞ ପିଣ୍ଡି ଠାରେ ଗଜପତି ମହାରାଜାଙ୍କ ଦ୍ୱାରାଗତକାଲି ଶ୍ରୀନଅର ଠାରେ ବରଣ ହୋଇଥିବା ୩୨ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଏହି ଯଜ୍ଞ

ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି- ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ

ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହୁଥିବାରୁ ଶୀତର ପ୍ରକୋପ ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା

ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ

ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ । ପୁରାଣରେ କୁହାଯାଇଛି, କାର୍ତ୍ତିକ ପରି ମାସ, ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର ଓ ଗଙ୍ଗା ପରି ତୀର୍ଥ ସଂସାରରେ ଦୁର୍ଲଭ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପାଲଟିଯାଏ ସ୍ୱର୍ଗ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର

ତାମିଲ୍‌ନାଡୁ ଉପକୂଳରେ ଅବପାତର ରୂପ ନେଲା ଲଘୁଚାପ,-ଓଡିଶାରେ ନଭେମ୍ବର ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ…

ଭୁବନେଶ୍ୱର, : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତର ତାମିଲନାଡୁ ଉପକୂଳରେ ଗୁରୁବାର ସକାଳେ ଅବପାତର ରୂପ ନେଇ ଦକ୍ଷିଣ-ପୂର୍ବ ଚେନ୍ନାଇର ୩୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ