ରାଜ୍ୟରେ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ

ରାଜ୍ୟରେ ଆସନ୍ତା ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡ଼ିଛି । ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ସବୁ ବନ୍ଦ ରହିବ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ

ଓଡ଼ିଶାରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍‍, ଏବେ ନାହିଁ ଓମ୍ରିକନ୍‌ ଭୟ-ଜୀବ ବିଜ୍ଞାନ ସଂସ୍ଥା…

କରୋନାର ନୂଆ ଭାରିଆଣ୍ଟ୍‍ ଓମିକ୍ରନ୍‍ ଚିହ୍ନଟ ପାଇଁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥା - ଆଇ.ଏଲ୍‍.ଏସ୍‍. ଯାଇଥିବା ୨୪୬ଟି ନମୁନା ନେଗେଟିଭ୍‍ ଆସିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଓମିକ୍ରନ୍‍ ସଂକ୍ରମଣକୁ ନେଇ କୌଣସି ଭୟ କରିବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ

ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ- ଡିସେମ୍ବର ୩୧ ଓ ଜାନୁୟାରୀ ପହିଲାରେ ସାଧାରଣ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ଶ୍ରୀମନ୍ଦିର ବନ୍ଦ୍‍ ରହିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ -ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ଏବଂ ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ, ସେ ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି । ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର

ରାଜ୍ୟରେ ଖୁବଶୀଘ୍ର ସ୍ୱତନ୍ତ୍ର ଶିଶୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ

ରାଜ୍ୟରେ ଖୁବଶୀଘ୍ର ସ୍ୱତନ୍ତ୍ର ଶିଶୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ କର୍ମଶାଳାର ମୁଖ୍ୟଅତିଥି

୨୦୨୧-୨୨ ଆର୍ଥିକ ବର୍ଷ ଲାଗି୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପନ

ଅତିରିକ୍ତ ବଜେଟ୍‍ ଉପସ୍ଥାପନ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶ ଆରମ୍ଭ ହୋଇଛି । ପୂର୍ବାହ୍ଣ ୧୧ଟାରେ ଜାତୀୟ ସଂଗୀତ ପରିବେଷଣ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଂଗତ ପୂର୍ବତନ ଉପବାଚସ୍ପତି, ପୂର୍ବତନ ସଦସ୍ୟ, ପୂର୍ବତନ ପୁଲିସ୍‍ ସିପାହୀ ଏବଂ କରୋନା ଯୋଦ୍ଧାମାନଙ୍କ ପ୍ରତି

ଏହି ଜିଲ୍ଲମାନଙ୍କରେ ବାତ୍ୟା ପ୍ରଭାବ : ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡକୁ ଗତିକରି ଆସନ୍ତା ଡିସେମ୍ବର ୪…

ଭୁବନେଶ୍ୱର/ନୂଆଦିଲ୍ଲୀ- ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତିକରି ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା କ୍ରମଶଃ

ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ

ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ । ଏହା ସହିତ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ୧୧ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୋଭିଡ୍‍ ନିୟମାବଳୀ ଅନୁଯାୟୀ

ବିଦେଶରେ କରୋନାର ଭୟଙ୍କର ରୂପ ଓମ୍ରିକନ୍‌ ଭାରତରେ ଚିହ୍ନଟ – ଓଡ଼ିଶାରେ ସତର୍କ ରହିବା ପାଇଁ ମୁଖ୍ୟ ଶାସନ…

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି- ରାଜ୍ୟରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି…

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ