ନୂଆଦିଲ୍ଲୀ . – ବଲିଉଡ୍ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ରଣବୀର ସିଂ ଓ ଦୀପିକା ପାଦୁକନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରି ତାଙ୍କର ବିବାହ ବିଦେଶରେ ହୋଇଛି । ଇଟାଲୀର ଲେକ୍ କୋମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଙ୍କଣୀ ରୀତିନୀତି ଅନୁସାରେ ସେମାନଙ୍କର ବିବାହ ହୋଇଛି । ଦୀପିକାଙ୍କ ପ୍ରଥା ଅନୁସାରେ କୋଙ୍କଣୀ ରୀତି ନୀତି ଅନୁସାରେ ବିବାହ ହୋଇଥିବା ବେଳେ ଗୁରୁବାରରେ ରଣବୀରଙ୍କ ପ୍ରଥା ଅନୁସାରେ ସିନ୍ଧି ରୀତି ନିତୀ ଅନୁସାରେ ଆଉ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେବ ।
ଏମାନେ ବେଙ୍ଗାଲୁକ ଓ ମୁମ୍ବାଇ ଦୁଇଟି ସ୍ଥାନରେ ବିବାହ ଭୋଜି ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ର ସଦସ୍ୟ ଯୋଗ ଦେବେ ।
Sign in
Sign in
Recover your password.
A password will be e-mailed to you.
Prev Post