Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉତ୍କର୍ଷ ଓଡିଶା ୨୫ରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସରୁ ନିବେଶ ହାସଲ କରିଛି ବନ୍ଭି ଏରୋ
ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍ଭି ଏରୋ, ଏକ ଟେକ୍ନୋଲୋଜି-କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍ଭି ଏରୋ!-->!-->!-->…
ଭୁବନେଶ୍ୱରରେ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ଫର୍ଟିଲିଟି ସେଂଟର ୯ଏମ ଫର୍ଟିଲିଟିର ଶୁଭାରମ୍ଭ
ଭୁବନେଶ୍ୱର: ବନ୍ଧ୍ୟାତ୍ୱ ସେବା ପାଇଁ ଏକ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ସୁବିଧା ୯ ଏମ ଫର୍ଟିଲିଟି ବର୍ତମାନ ଭୁବନେଶ୍ୱରରେ ଖୋଲାଯାଇଛି । ବ୍ୟାପକ ପ୍ରଜନନ ଯତ୍ନ ପ୍ରଦାନ କରିବା, ଆଶାୟୀ ପିତିମାତାଙ୍କ ବିବିଧ ଆବଶ୍ୟକତାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୂରଣ କରିବା ହେଉଛି ଉତ୍କ!-->!-->!-->…
୬୪ତମ ସିଜିପିବି ବୈଠକରେ ଭାରତର ଖଣିଜ ଓ ଖଣିକ୍ଷେତ୍ରରେ ଉଦ୍ଭାବନ, ସ୍ଥାୟୀତା ଏବଂ ଅଭିବୃଦ୍ଧିପାଇଁ ସାମୂହିକ ପ୍ରୟାସ…
ଭୁବନେଶ୍ୱର: କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ । ଏହି!-->!-->!-->…
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ
ଭୁବନେଶ୍ୱର : ଖଣି ମନ୍ତ୍ରଣାଳୟର ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ପକ୍ଷରୁ ୨୦୨୫ ଜାନୁଆରୀ ୧୯ ତାରିଖରେ ଓଡ଼ିଶାର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ବୈଠକ ଖଣି!-->…
ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶ୍ରୀପୁରା ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଏହି ପ୍ରଥମ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଝାରସୁଗୁଡ଼ାର ୩ଟି ଗାଁର ୬୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି
ଝାରସୁଗୁଡ଼ା : କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍!-->!-->!-->!-->!-->…
ଓଡ଼ିଶାରେ ସ୍ୱାସ୍ଥ୍ୟ ବୀମା ଗ୍ରହଣୀୟତାକୁ ପ୍ରୋତ୍ସାହିତ କରୁଛି ଏଚଡିଏଫସି ଏର୍ଗୋ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ର ସାଧାରଣ ବୀମା କମ୍ପାନି, ଏଚଡିଏଫସି ଏର୍ଗୋ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ରାଜ୍ୟରେ ସ୍ୱାସ୍ଥ୍ୟ ବୀମାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। କଂପାନି ପାଇଁ ଅନ୍ୟତମ ପ୍ରମୁଖ ବଜାର,!-->…
କଟକରେ ଖୋଲିଲା ଓଲାର ନୂଆ ଏକ୍ସପିରିଏନ୍ସ ସେଂଟର
ଦେଶବ୍ୟାପୀ ୪୦୦୦ ଷ୍ଟୋର୍କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍ଟ୍ରିକକଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି!-->…
ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪ାର ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ
ଚା ଉଦଯାପନୀ ସମାରୋହ ରାଜ୍ୟର ବର୍ଦ୍ଧିତ ପାଉଥିବା ଷ୍ଟାର୍ଟଅପ୍ ବ୍ୟବସ୍ଥା ଉପରେ ଆଲୋକପାତଭୁବନେଶ୍ୱର: ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ବହୁ ପ୍ରତୀକ୍ଷିତ ଓଡ଼ିଶା ଷ୍ଟାର୍ଟଅପ୍!-->…
ଭିଭିତ୍ସା ୱାର୍ଲ୍ଡ ସ୍କୁଲର ନୂଆ ଲୋଗୋ ଉନ୍ମୋଚିତ, ଉତ୍କର୍ଷତା ଦିଗରେ ଏକ ବଡ଼ ପଦକ୍ଷେପ
କ୍ୟୁରିଅସ୍ କବ୍ସ ପ୍ରିସ୍କୁଲର ଗୌରବମୟ ୧୦ ବର୍ଷ ପାଳନ
ସମ୍ବଲପୁର : କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର!-->!-->!-->…