Browsing Category

ଖବର

ଭିଭିତ୍ସା ୱାର୍ଲ୍ଡ ସ୍କୁଲର ନୂଆ ଲୋଗୋ ଉନ୍ମୋଚିତ, ଉତ୍କର୍ଷତା ଦିଗରେ ଏକ ବଡ଼ ପଦକ୍ଷେପ

କ୍ୟୁରିଅସ୍ କବ୍ସ ପ୍ରିସ୍କୁଲର ଗୌରବମୟ ୧୦ ବର୍ଷ ପାଳନ ସମ୍ବଲପୁର : କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍‌)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର

ବିଏନଆଇ ଭୁବନେଶ୍ୱର ପକ୍ଷରୁ ସଫଳତାର ସହ ବିଏନଆଇ ଭୁବନେଶ୍ୱର କ୍ରିକେଟ ଚାମ୍ପିଅନସିପ୍ ୪.୦ ଆୟୋଜନ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଏନ୍‌ଆଇ ଭୁବନେଶ୍ୱର କ୍ରିକେଟ୍ ଚାମ୍ପିଅନସିପ୍ ୪.୦ (ବିସିସି ୪.୦)ର ସଫଳ ଆୟୋଜନ ଭୁବନେଶ୍ୱର ହାଇଟେକ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି ରୋମାଂଚକର କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ବିଏନଆଇର ଗତିଶୀଳ ବ୍ୟବସାୟୀ ସମୁଦାୟକୁ କ୍ରିକେଟ,

ଓଡ଼ିଶାରେ ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ୟୁନିକ୍ ଇନ୍‌ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀ ପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି

ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ଶୋ ଆୟୋଜିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ

ଭୁବନେଶ୍ୱରରେ ରଣନୈତିକ ସମ୍ପ୍ରସାରଣ ସହ ବୀମା କଭରେଜ ବିସ୍ତାର କରିଛି ପିବିପାର୍ଟନର୍ସ

ଭୁବନେଶ୍ୱର : ପଲିସି ବାଜାର ଅଧିନସ୍ଥ ଏକ ବ୍ରାଣ୍ଡ, ପିବିପାର୍ଟନର୍ସ ଏଜେଂଟ ଅଂଶୀଦାରମାନଙ୍କର ଏକ ଶକ୍ତିଶାଳୀ ନେଟୱାର୍କକୁ ଆକର୍ଷିତ କରିଛି, ଯାହା ମୋଟର ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି । ଓଡ଼ିଶା ଭଳି ପ୍ରମୁଖ ବଜାର ଏବଂ ଭୁବନେଶ୍ୱର ଭଳି ସହରରେ ରଣନୈତିକ ଭାବେ ବିସ୍ତାର

ଏନ୍‌ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର…

ଭୁବନେଶ୍ୱର: ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ- ଏନ୍‌ଆଇଏଫ୍ ଗ୍ଲୋବାଲ ପକ୍ଷରୁ ନ୍ୟୁୟର୍କ ଲଣ୍ଡନ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ଉତ୍ସାହଜନକ ଫ୍ୟାଶନ ସିରିଜ ଅଣାଯାଇଛି ଯାହା ଭାରତରେ ଏହାର ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତ ଏକ୍ସପୋଜର ପ୍ରଦାନ କରୁଛି । ନଭେମ୍ବର ୧୪ରୁ

୨୦୨୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ଲାଗୁ କରିବ ଓଡିଶା : ଶିକ୍ଷାମନ୍ତ୍ରୀ

ଡଃ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ୍‌) ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ସମାରୋହରେ ଓଡିଶା ଏଡୁମିଟ୍‌ସ ଆଣ୍ଡ ଏକ୍ସିଲେକ୍ସ ଆୱାର୍ଡସ ୨୦୨୪କୁ ସଫଳତାର ସହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ

‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର

ଭୁବନେଶ୍ୱର , ୧୮ ନଭେମ୍ବର ୨୦୨୪: ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ତମ ଓଡିଶା ରାଜ୍ୟ ଚଳଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ଜିତିଛନ୍ତି । ଓଡିଶା ସରକାରଙ୍କ

ଡାବର ଚୱନପ୍ରକାଶ ସୁଗାରଫ୍ରି ପକ୍ଷରୁ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର: ଡାବର ଇଣ୍ଡିଆର ଡାବର ଚୱନପ୍ରକାଶ ସୁଗାର ଫ୍ରି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଅବସରରେ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ ନାମକ ଏକ ସ୍ୱାସ୍ଥ୍ୟ ସଚେତନତା କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଜଣେ ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସୁସ୍ଥତା ବଜାୟ

ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ମଧୁମେହ ଦିବସରେ ଅଭିନବ ବାଲୁକାକଳା

ୱିନ୍ ଓଭର ଡାଇବେଟିସ୍ ଏଭରିଡେ ଏବଂ ରିସର୍ଚ୍ଚ ସୋସାଇଟି ଫର ଡାଇବେଟିସ୍ ଇନ୍ ଇଣ୍ଡିଆ (ଆରଏସଏସଡିଆଇ) ସହ ହାତ ମିଳାଇଲେ ମ୍ୟାନକାଇଣ୍ଡ ଫାର୍ମା ଭୁବନେଶ୍ୱର : ଭାରତ ବିଶ୍ୱର ମଧୁମେହ ରାଜଧାନୀଭାବେ ପରିଚିତ, ଯେଉଁଠି ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ । ଖରାପ