Browsing Category

ଖବର

ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ…

କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍‍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ

ଜାଣନ୍ତୁ କେଉଁଥିରେ କେତେ ବଢିଛି ବସ୍‌ଭଡା

ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀବାହୀ ବସ୍‍ଭଡ଼ା ବୃଦ୍ଧି କରାଯାଇଛି । ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ଭଡ଼ା ବୃଦ୍ଧି କରାଯାଇଛି । ସାଧାରଣ ବସ୍‍ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧିକରାଯାଇଛି । ଏକ୍ସପ୍ରେସ୍‍ ବସ୍‍ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି

ଖୋଲିବ ସ୍କୁଲ ଯିବେ ଏହି ଶ୍ରେଣୀର ପିଲା

ଚଳିତମାସରୁ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍‍ରେ ପଢ଼ିବାପାଇଁ ଆସିବେ । ଆସନ୍ତା ୨୧ ତାରିଖରୁ ଏକାଦଶ ଏବଂ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ପରିସ୍ଥିତି

କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ

ପାରମ୍ପରିକ ପୂଜା ସହ ପୂଜାମଣ୍ଡପଗୁଡ଼ିକରେ ମା’ ଦୁର୍ଗତିନାଶିନୀଙ୍କ ଆବାହନ କରାଯାଇଛି । ମୃଣ୍ମୟ ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ପୂଜାମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ପୂଜାର୍ଚ୍ଚନା କରାଯାଉଛି । ତେବେ

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକ -୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବକୁ ଅନୁମୋଦନ

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ପୂର୍ବରୁ ବୈଠକ ନ ବସିବା ଯୋଗୁ ଏହି କାର୍ଯ୍ୟ

ପାର୍ବଣ ଋତୁରେ ଅଧିକ ଅମାନିଆ ହେଲେ ଗିରଫ କରାଯିବାର ଚେତାବନୀ ଦେଇଛନ୍ତି ପୁଲିସ୍‍ କମିଶନର୍‍

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ କଟକ-ଭୁବନେଶ୍ୱର ଟୁଇନ୍‍ସିଟିରେ କରୋନା କଟକଣା ସ୍ୱରୂପ ଆସନ୍ତା ୧୧ ତାରିଖଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ

ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ନେଇ ପ୍ରେସମିଟ୍‍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ସୌମ୍ୟରଞ୍ଜନଙ୍କ

ଦଶହରା ଏବଂ କୁମାର ପୂର୍ଣ୍ଣିମା ଉପଲକ୍ଷେ ୧୦ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲ୍‍ଗୁଡ଼ିକୁ ଛୁଟି ଘୋଷଣା

ରାଜ୍ୟ ସରକାର ଦଶହରା ଏବଂ କୁମାର ପୂର୍ଣ୍ଣିମା ଉପଲକ୍ଷେ ୧୦ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲ୍‍ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍‍ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଛୁଟି ପରେ ୨୧ ତାରିଖରୁ ନବମ,

ରାଜ୍ୟରେ ଏଣିକି ସବ୍‍ଇନିସ୍‍ପେକ୍ଟର ବା ଏସ୍‍ଆଇ ମାନେ ଫାଣ୍ଡି ଦାୟିତ୍ୱରେ ରହିବେ

ରାଜ୍ୟରେ ଏଣିକି ସବ୍‍ଇନିସ୍‍ପେକ୍ଟର ବା ଏସ୍‍ଆଇ ମାନେ ଫାଣ୍ଡି ଦାୟିତ୍ୱରେ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କମିଶନରେଟ୍‍ ପୁଲିସ୍‍ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ୍‍ ଓ ରେଲ୍‍ୱେ ପୁଲିସ୍‍ ଦ୍ୱାରା ପରିଚାଳିତ

ରାଜ୍ୟରେ ଏଣିକି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର- ଟଙ୍କା ସରିଲେ ଇଲେକ୍ଟ୍ରିକ୍‌ ବନ୍ଦ

ରାଜ୍ୟରେ ଏଣିକି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମକାର୍ଡ ଜରିଆରେ ଜଣେ ଯେତିକି ଦେୟ ପ୍ରଦାନ କରିବେ, ସେତିକି ବିଦ୍ୟୁତ୍‌ ବ୍ୟବହାର କରିବେ । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟିର