Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଇଣ୍ଡିଗୋର ଦୈନିକ ବିମାନ ସେବାର ଘୋଷଣା
ଭୁବନେଶ୍ୱର/ ଝାରସୁଗୁଡ଼ା: ଭାରତର ଲୋକପ୍ରିୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଓ ଓଡିଶାର ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ବା ଡାଇରେକ୍ଟ ଫ୍ଲାଇଟ୍ର ଘୋଷଣା କରିଛି, ଯାହାକି ଆସନ୍ତା ମେ ୧୫ ତାରିଖ ୨୦୨୪ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଂଚଳିକ ସଂଯୋଗ ଓ!-->…
ସ୍ୱିଗିରେ ଭୁବନେଶ୍ୱରର ସବୁଠାରୁ ଲୋକପ୍ରିୟ ରେଷ୍ଟୁରାଂଟଗୁଡ଼ିକୁ ମିଳିଛି ମାନ୍ୟତା
ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍-ଡିମାଣ୍ଡ କନ୍ଭିନିଏନ୍ସ ପ୍ଲାଟ୍ଫର୍ମ ସ୍ୱିଗି ପକ୍ଷରୁ ଭୁବନେଶ୍ୱର ପାଇଁ ଏହାର ପ୍ରଥମ ସ୍ୱିଗି ରେଷ୍ଟୁରାଂଟ ଆୱାର୍ଡସ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୧୫ଟି ବର୍ଗରେ ସହରର ଉପଭୋକ୍ତାଙ୍କଠାରୁ ୫୧,୩୪୬ଟି ମତାମତ ଗ୍ରହଣ କରାଯାଇଛି । ଏହା!-->…
ହକି ଇଣ୍ଡିଆରେ ଓଡ଼ିଆ ଖେଳାଳୀ
ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର, ମାଧୁରୀ କିଣ୍ଡୋ ଓ ଜ୍ୟୋତି ଛତ୍ରୀ ।
ଏହି ଖେଳାଳିମାନେ ଆସନ୍ତାମାସ ୧୬ ତାରିଖରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା!-->!-->!-->…
ଶାନ୍ତି ମେମୋରିଆଲ ହସ୍ପିଟାଲର ୩୪ତମ ପ୍ରତିଷ୍ଠା ଦିବସ ପାଳି
ଭୁବନେଶ୍ୱର: ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଚଳିତ ଏପ୍ରିଲ ୧ତାରିଖ ଦିନ ଏହାର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହାର ସିଏମଡି ଡା. ଶ୍ରୀଜୋୟ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଡା. ରେଖା ଦାସ ଓ ଏସ୍ ଜେ ବାଗଚୀ, ଡା. ଅଭିନବ ପଟ୍ଟନାୟକ, ଡା. ପ୍ରିୟଦର୍ଶୀ!-->…
ଭୁବନେଶ୍ୱରରେ ଏକ ଅବିସ୍ମରଣୀୟ ସିଜନ ଫିନାଲେ ପ୍ରଦର୍ଶିତ କରିଛି ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ବୁମ୍ବକ୍ସ
ଭୁବନେଶ୍ୱର : ‘ଲିଭିଙ୍ଗ୍ ଇଟ୍ ଲାର୍ଜ’ ଉତ୍ସାହକୁ ପାଳନ କରି ସିଗ୍ରାମ୍ର ରୟାଲ ଷ୍ଟାଗ୍ ପକ୍ଷରୁ ଏକ ପ୍ରଥମ ଧରଣର ସଙ୍ଗୀତ ଉତ୍ସବ ରୟାଲ ଷ୍ଟାଗ୍ ବୁମ୍ବକ୍ସର ୨ୟ ସଂସ୍କରଣ ଉପସ୍ଥାପନ କରାଯାଇଛି । ଯେଉଁଥିରେ ବଲିଉଡର ସର୍ବାଧିକ ଲୋକପ୍ରିୟ ସଙ୍ଗୀତଗୁଡିକ ହିପ୍ହପ୍ର ବିଟ୍ ସହ ଏକତ୍ରିତ!-->…
ଭୁବନେଶ୍ୱରରେ ରାସ୍ତା ଓ ୟେତିର ନୂଆ ଆଉଟଲେଟର ଶୁଭାରମ୍ଭ
ଭୁବନେଶ୍ୱର : ଲୋକପ୍ରିୟ ରାସ୍ତା ଓ ହିମାଳୟାନ୍ କିଚେନ ୟେତି ଭୁବନେଶ୍ୱରରେ ନିଜର ଗ୍ରାଣ୍ଡ୍ ଓପ୍ନିଙ୍ଗ ସମ୍ପର୍କରେ ଘୋଷଣା କରିଛି । ‘ରାସ୍ତା’ର ଏହି ୯ମ ଆଉଟଲେଟର ଶୁଭାରମ୍ଭ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି । ଭୁବନେଶ୍ୱରର ପଣ୍ଡା ଆଣ୍ଡ କୋ, ୫ମ ମହଲା, ପ୍ଲଟ୍-୭ ଓ ୮, ଝାରପଡା,!-->…
୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା କରିଛି ଆକାଶ ସମ୍ବଲପୁର
ସମ୍ବଲପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ସମ୍ବଲପୁର ଶାଖା ପକ୍ଷରୁ ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବୃତି ଘୋଷଣା କରାଯାଇଛି । ପ୍ରଥମ ବୃତି ହେଉଛି ଇନଷ୍ଟାଂଟ!-->…
ଭୁବନେଶ୍ୱରକୁ ଆକର୍ଷଣୀୟ ସଂଙ୍ଗୀତ ଉତ୍ସବ ନେଇଆସିଛି ସିଗ୍ରାମ ରୟାଲ ଷ୍ଟାଗ ବୁମବକ୍ସ
ଭୁବନେଶ୍ୱର: ଚଳିତ ବର୍ଷ ଭାରତର ଚାରୋଟି ୟୁଥ ହବ ଦେଇ ଯାତ୍ରା କରୁଥିବା ରୟାଲ ଷ୍ଟାଗ ବୁମବକ୍ସ-ଦ ଅରିଜନାଲ ସାଉଣ୍ଡ ଅଫ ଜେନେରେସନ ଲାର୍ଜ ୩୦ ମାର୍ଚ୍ଚ ୨୦୨୪ରେ ଓଡ଼ିଶାର ଭୁବନେଶ୍ୱର ଠାରେ କଳା ଓ ସଂସ୍କୃତି ସହିତ ଜଡ଼ିତ ଏକ ଉତ୍ସାହଜନକ ସଂଙ୍ଗୀତ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ!-->…
ଏଚ୍ଡିଏଫ୍ସି ପରିବର୍ତନ ଷ୍ଟାର୍ଟଅପ୍ଅନୁଦାନର ବିଜେତାଙ୍କ ନାମ ଘୋଷିତ
ଭୁବନେଶ୍ୱର : ଏକ ଅଗ୍ରଣୀ ଟେକ୍ନୋଲୋଜି ବିଜ୍ନେସ ଇନ୍କ୍ୟୁବେଟର ଏଆଇସି-ନାଳନ୍ଦା ପକ୍ଷରୁ ଏଚ୍ଡିଏଫ୍ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ଏହାର ଟିମ୍ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅନୁଦାନ ‘ସ୍ମାର୍ଟ ସିଟିଗୁଡିକ ପାଇଁ ସବୁଜ ସମାଧାନ ନିର୍ମାଣ କରିବା’ ଉପରେ ଗୁରୁତ୍ୱ!-->…
ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା
ବ୍ରହ୍ମପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଡାକ୍ତର ଏବଂ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ୱପ୍ନ ସାକାର କରିବା!-->…