Browsing Category

ଖବର

ଦ୍ଵୈତ ଟିକସ ଏଡ଼ାଇବା ଓ ଟିକସ ଚୋରି ରୋକିବା ଲାଗି ଭାରତ-ଚୀନ ବୁଝାମଣା ସଂଶୋଧନ ପ୍ରୋଟୋକଲରେ ସ୍ୱାକ୍ଷର ଏବଂ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟ ଉପରେ ଟିକସ ମାମଲାରେ ଦ୍ଵୈତ ଟିକସ/ଦୋହରା କରାଧାନ (ଡବଲ ଟ୍ୟାକ୍ସେସନ) ଏଡ଼ାଇବା ଏବଂ ଟିକସ ଚୋରି ରୋକିବା ଲାଗି ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ବୁଝାମଣାରେ ସଂଶୋଧନ ପାଇଁ…

ଅସ୍ଥାୟୀ ବଦଳି କାର୍ଯ୍ୟକ୍ରମ ପାଇଁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ କ୍ୟାବିନେଟ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗ (ଭାରତୀୟ ଆର୍ଥିକ ସେବା କ୍ୟାଡର) ଏବଂ ଅଷ୍ଟ୍ରେଲିଆ ସରକାରଙ୍କ କୋଷାଗାର ମଧ୍ୟରେ 3 ମାସିଆ ଅସ୍ଥାୟୀ ବଦଳି କାର୍ଯ୍ୟକ୍ରମ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ର…

ପାଲେଷ୍ଟାଇନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

ମହାମହିମ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପାଲେଷ୍ଟାଇନ ଏବଂ ଭାରତୀୟ ପ୍ରତିନିଧିଦଳର ସଦସ୍ୟ ଗଣମାଧ୍ୟମ ପ୍ରତିନିଧି, ଭାଇ ଓ ଭଉଣୀମାନେ, ସବାହ ଅଲ-ଖେର (ଶୁଭ ସକାଳ) କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ଗସ୍ତରେ ରାମଲ୍ଲା ଆସିବା ଅତ୍ୟନ୍ତ ଆନନ୍ଦର କଥା ।…

ପାକିସ୍ତାନର ମାନବାଧିକାର କର୍ମୀ ଆସମା ଜାହାଙ୍ଗୀରଙ୍କ ପରଲୋକ

ଲାହୋର :ପାକିସ୍ତାନର ନିର୍ଭୟା ତଥା ମାନବାଧିକାର କର୍ମୀ ଆସମା ଜାହାଙ୍ଗୀରଙ୍କର ପରଲୋକ ହୋଇଯାଇଛି ।ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ଆସ୍‌ମା ଜାହାଙ୍ଗୀରଙ୍କ ଆଜି ଲାହୋରରେ ପରଲୋକ ଘଟିଛି । ତାଙ୍କୁ ୬୬ ବର୍ଷ ହୋଇଥିବା ବେଳେ ହୃଦ୍‌‌ଘାତରେ ମୃତ୍ୟୁ ଘଟିଥବା…

ଜମ୍ମୁ-କଶ୍ମୀରର ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀରର ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ .ସେନାର ଜଣେ ଜବାନ ସହିଦ ଜଣେ ମେଜରଙ୍କ ସମେତ୭ ଜଣ ଗୁରୁତର .ଜୈଶ-ଇ- ମହମ୍ମଦ ଏହି ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା .ଜମ୍ମୁ କଶ୍ମୀରରେ ଥିବା ସଂଜୁବା କ୍ୟାମ୍ପରେ ଶନିବାର ଭୋରରୁ ହୋଇଛି ଆକ୍ରମଣ

ଓଡିଶା ପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୧ କ୍ଷପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭଦ୍ରକ :  ଓଡିଶା ଭଦ୍ରକ ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୧ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ କରାଯାଇଛି ।ମଙ୍ଗଳବାର  ସକାଳ ୮ଟା ୩୪ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା । ଭୂପୃଷ୍ଟରୁ ଭୂପୃଷ୍ଟକୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପାରିବ । ଏହା ୭ଶହର ୧୩…