Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍ସ୍’ ଉପରେ ଗୋଲ୍ଟେବୁଲ ବୈଠକ ଆୟୋଜିତ
ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍) ସହ ସହଭାଗିତାରେ ଏକ!-->…
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ା ହେଉଛି ପରବର୍ତୀ ଆକର୍ଷଣ : ପ୍ରମୁଖ ଶାସନ ସଚିବ
ଭୁବନେଶ୍ୱର: ଓଡ଼ିଶା ସରକାର ଓ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ସହଯୋଗିତାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୨୪ତମ ଏଟଂରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଉଛି ।
ସିଆଇଆଇ ଏଂଟରପ୍ରାଇଜ ଓଡ଼ିଶା ଅବସରରେ!-->!-->!-->!-->!-->…
ଓଲା ପକ୍ଷରୁ ଭାରତର ନିଜସ୍ୱ ବହୁଭାଷୀୟ ଏଆଇ କୃତ୍ରିମ ଉନ୍ମୋଚିତ
ଭୁବନେଶ୍ୱର: ସମ୍ପୂର୍ଣ୍ଣ ଏଆଇ କମ୍ପ୍ୟୁଟିଙ୍ଗ ଷ୍ଟାକ୍ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ଭାରତର ନିଜସ୍ୱ ଓ ପ୍ରଥମ ଏଆଇ କମ୍ପାନୀ, କୃତ୍ରିମ ପକ୍ଷରୁ ଏହାର ବେସ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍ଏଲ୍ଏମ୍)ର ଉନ୍ମୋଚନ କରାଯାଇଛି । ଓଲା କୃତ୍ରିମ ହେଉଛି ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ର ଏକ!-->…
ଓଟିଡିସିର ସାମିଲ ହେଲା ୧୦ଟି ନୂତନ ଯାନ
ଆସନ୍ତା ଆର୍ଥିକ ବର୍ଷରେ ପର୍ଯ୍ୟଟକ ପରିବହନ କ୍ଷେତ୍ରରେ ୩.୧୦ କୋଟି ଟଙ୍କା ଲାଭାଂଶର ଲକ୍ଷ୍ୟ
ଭୁବନେଶ୍ୱର,୧୫/୧୨/୨୦୨୩
ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି ।!-->!-->!-->!-->!-->…
ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ
ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ!-->…
ଭୁବନେଶ୍ୱରରେ ଫ୍ଲିପକାର୍ଟର ପ୍ରଥମ ଗ୍ରୋସରୀ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟ୍ପ୍ଲେସ୍ ଫ୍ଲିପ୍କାର୍ଟ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଗ୍ରୋସରୀ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ ସହିତ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିଛି । ଏହି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ ଅର୍ଡର ପ୍ଲେସ୍ ହେବାର ୨୪ ଘଂଟା ମଧ୍ୟରେ!-->…
ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ର ଶୁଭାରମ୍ଭ: ଉଦ୍ଭାବନ, ସହଯୋଗ ଓ ଅଭିବୃଦ୍ଧିର ଏକ ୧୪ ଦିନିଆ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଭାରତ ସରକାରଙ୍କ ଅଟଳ ଇନୋଭେସନ ମିଶନ, ନୀତି ଆୟୋଗର ଅତୁଟ ସହଯୋଗରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉସେନ ଏବଂ ସେବି ଦ୍ୱାରା ପଞ୍ଜୀକୃତ ପ୍ରାରମ୍ଭିକ ପର୍ଯ୍ୟାୟ ଭେଂଚର କ୍ୟାପିଟାଲ ଫ ଫ୍ଲୁଇଡ୍ ଭେଂଚର୍ସ ଏବଂ ଉତ୍କଳ ଚାମ୍ବର ଅଫ୍ କମର୍ସ ଆ ଇଷ୍ଟ୍ରି ଲିମିଟେଡ!-->…
କେଏଫ୍ସି ପକ୍ଷରୁ ଦେଶରେ ୧୦୦୦ତମ ରେଷ୍ଟୁରାଂଟ୍ର ଶୁଭାରମ୍ଭ
ଭୁବନେଶ୍ୱର: ୧୯୯୫ରେ ଭାରତରେ ପ୍ରଥମ କେଏଫ୍ସି ରେଷ୍ଟୁରାଂଟ୍ର ଲଂଚ୍ ପରଠାରୁ ଏହି ବ୍ରାଣ୍ଡ ଦେଶ ସହିତ ଗଭୀର ଭାବେ ଜଡିତ ହୋଇଛି । ବର୍ତମାନ କେଏଫ୍ସି ଦେଶରେ ଏହାର ୧୦୦୦ତମ ରେଷ୍ଟୁରାଂଟ୍ର ଶୁଭାରମ୍ଭ କରିଛି, ଏହା ୨୫ ବର୍ଷରୁ ଅଧିକ ସମୟର ଏକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ ।!-->…
ମିନ୍ତ୍ରା ଇଓଆର୍ଏସ୍-୧୯ରେ ସପିଙ୍ଗ୍ କରିବେ ୧୦ ଲକ୍ଷରୁ ଅଧିକ ନୂଆ ଗ୍ରାହକ
ଭୁବନେଶ୍ୱର: ମିନ୍ତ୍ରାର ଏଣ୍ଡ୍ ଅଫ୍ ରିଜନ ସେଲ୍ (ଇଓଆର୍ଏସ୍)ର ୧୯ତମ ସଂସ୍କରଣ ଦେଶବ୍ୟାପୀ ଲକ୍ଷ ଲକ୍ଷ ଫ୍ୟାଶନ-ଫର୍ୱାର୍ଡ ସପର୍ମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଇଭେଂଟ୍ ଆସନ୍ତା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ, ମିନ୍ତ୍ରା!-->…
ଓଲା ପକ୍ଷରୁ ନୂତନ ଏସ୍୧ ଏକ୍ସ+ ଏବେ ମାତ୍ର ୮୯,୯୯୯ଟଙ୍କାରେ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ୍ ୰ଏଣ୍ଡ୍ଆଇସ୍ଏଜ୍ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍ର ଘୋଷଣା କରିଛି । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପେନ୍ ଅଧିନରେ ନୂଆ ଓଲା ଏସ୍୧ ଏକ୍ସ+ ଏବେ!-->…