Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଭାରତରେ ସେନ୍ସୋଡାଇନର ପ୍ରଥମ ମାଉଥ୍ୱାଶର ଶୁଭାରମ୍ଭ
ଭୁବନେଶ୍ୱର : ହାଲିଅନ (ପୂର୍ବରୁ ଗ୍ଲାକ୍ସୋସ୍ୱିଥ୍କ୍ଲାଇନ୍ କଞ୍ଜ୍ୟୁମର ହେଲ୍ଥକେୟାର ଭାବେ ପରିଚିତ) କମ୍ପାନୀର ଏକ ଅଗ୍ରଣୀ ଓରାଲ କେୟାର ବ୍ରାଣ୍ଡ ସେନ୍ସୋଡାଇନ ଏହାର ନୂତନ ଉଦ୍ଭାବନ- ସେନ୍ସୋଡାଇନ କମ୍ପ୍ଲିଟ ପ୍ରୋଟେକ୍ସନ+ମାଉଥ୍ୱାଶର ଶୁଭାରମ୍ଭ କରିଛି । ଭାରତୀୟମାନେ ଅଧିକ ସ୍ୱାସ୍ଥ୍ୟ!-->…
ବିଏମଡବ୍ଲୁ ପକ୍ଷରୁ ମୁମ୍ବାଇରେ ଜଏଟାଉନର ୨ୟ ସଂସ୍କରଣର ଉନ୍ମୋଚନ
ଭୁବନେଶ୍ୱର: ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଏହାର ସଙ୍ଗୀତ ଓ ଡ୍ରାଇଭିଂ ଫେଷ୍ଟିଭାଲ, ଜଏଟାଉନର ୨ୟ ସଂସ୍କରଣ ଶୁଭାରମ୍ଭ କରିଛି । ଏହି ଦୁଇ ଦିନିଆ ନିମଜ୍ଜିତ ବ୍ରାଣ୍ଡ ଅନୁଭୂତି ମହୋତ୍ସବ ମୁମ୍ବାଇରେ ମହାଲକ୍ଷ୍ମୀ ରେସ୍କୋର୍ସଠାରେ ଆସନ୍ତା ଏପ୍ରିଲ ୧୨-୧୩ ତାରିଖ ୨୦୨୪ରେ ବ୍ରାଣ୍ଡର ପ୍ରଶଂସକ ଓ!-->…
ଓଡିଶା ଇନୋଭେଶନ କନ୍କ୍ଲେଭ ୨୦୨୩-୨୪ ‘ଆରୋହଣ’ ଆୟୋଜିତ
ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୪: ଓଡିଶାରେ ଉଦ୍ଭାବନ ଓ ଉଦ୍ୟୋଗିକତାର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତ ସରକାରଙ୍କ ଏଆଇଏମ୍ଏ ନିତି ଆୟୋଗ ସହଯୋଗରେ ଅଟଳ ଇନ୍କ୍ୟୁବେଶନ ସେଂଟର-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଗତ!-->…
ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ
ଆଗାମୀ ଦଶନ୍ଧି ପାଇଁ ଲକ୍ଷ୍ୟ ତତ୍ୱ ୨.୦ ଉନ୍ମୋଚିତଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍'ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର!-->…
ଟାଟା ହିଟାଚିର ଇଏକ୍ସ ୨୧୦ଏଲ୍ସି ପ୍ରାଇମ୍ର ଶୁଭାରମ୍ଭ
ଭୁବନେଶ୍ୱର : ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତାର ଏକ ଆଧାର ଉପରେ ନିର୍ମିତ ନୂଆ ଆଡ୍ଭାନ୍ସଡ୍ ଇଏକ୍ସ ୨୧୦ଏଲସି ପ୍ରାଇମର ଶୁଭାରମ୍ଭ କରାଯାଇଛି । ଏହି ଅପ୍ଗ୍ରେଡେଡ୍ ମେଶିନ ଉଚ୍ଚମାନର ନିର୍ମାଣ ଉପକରଣ ପ୍ରଦାନ କରିବା ପ୍ରତି ଟାଟା ହିଟାଚିର ପ୍ରତିବଦ୍ଧତାକୁ ସମର୍ଥନ କରିବା ଜାରି ରଖିଛି ।!-->…
ଏଂଟରପ୍ରାଇଜ୍ ଓଡ଼ିଶା, ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷରିତ, ୧୫,୧୬୮ ନିଯୁକ୍ତି ସୁଯୋଗ…
ଓଡ଼ିଶା ସରକାରଙ୍କ ସହ ୧୧ ଏମ୍ଓୟୁ ସ୍ୱାକ୍ଷର
ରାଜ୍ୟରେ ଭିତିଭୂମିରେ ଜିଏସ୍ଡିପି ନିବେଶ ୭.୫-୮%କୁ ବୃଦ୍ଧି ପାଇବ : ମୁଖ୍ୟ ସଚିବ
ଝାରସୁଗୁଡ଼ା ଓଡ଼ିଶା ଶିଳ୍ପାୟନର ପ୍ରତିନିଧିତ୍ୱ କରୁଛି: ହେମନ୍ତ ଶର୍ମା
ଶିଳ୍ପ ପ୍ରଦର୍ଶନୀରେ ୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ଅଂଶଗ୍ରହଣ
!-->!-->!-->!-->!-->!-->!-->!-->!-->…
ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି
ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ!-->…
କେଏଫ୍ସି ଇଣ୍ଡିଆର ନୂଆ ଲଂଚ୍ ସ୍ପେଶିଆଲ୍ସର ଶୁଭାରମ୍ଭ
ଭୁବନେଶ୍ୱର: ଆପଣଙ୍କ ଲଂଚର ଦ୍ୱନ୍ଦକୁ ଦୂର କରିବା ପାଇଁ କେଏଫସି ଇଣ୍ଡିଆ ପକ୍ଷରୁ ନୂଆ କେଏଫ୍ସି ଲଂଚ୍ ସ୍ପେଶିଆଲ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଆପଣଙ୍କର ପସନ୍ଦର କେଏଫ୍ସି ଖାଦ୍ୟ ସହିତ ଖାଦ୍ୟଗୁଡିକର ଏକ ଶୃଙ୍ଖଳା ଯାହାର ମୂଲ୍ୟ ମାତ୍ର ୧୪୯ ଟଙ୍କାରୁ ଆରମ୍ଭ ହେଉଛି । କେଏଫ୍ସି!-->…
ଓଡ଼ିଶାର ୨୦ ଷ୍ଟାର୍ଟଅପ୍ଙ୍କୁ ପାଣ୍ଠି ପ୍ରଦାନ ପାଇଁ ନିବେଶକଙ୍କ ପ୍ରତିଶ୍ରୁତି
୧୪ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ରେ ୧୫ ନିବେଶକଙ୍କ ଅଂଶଗ୍ରହଣ
ଭୁବନେଶ୍ୱର : ଏଆଇସି-ନାଳନ୍ଦା ଇନଷ୍ଟିଚୁୃ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ!-->!-->!-->!-->!-->!-->!-->…
ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍ସ୍’ ଉପରେ ଗୋଲ୍ଟେବୁଲ ବୈଠକ ଆୟୋଜିତ
ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍) ସହ ସହଭାଗିତାରେ ଏକ!-->…