Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଆମାଜନ ପ୍ରାଇମ ଡେ ୨୦୨୪ରେ ରେକର୍ଡ ସଂଖ୍ୟକ ବିକ୍ରି
ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଏହାର ‘ପ୍ରାଇମ ଡେ ୨୦୨୪’କୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରାଇମ ଡ଼େ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ପୂର୍ବ ପ୍ରାଇମ ଡେ ଇଭେଂଟ ତୁଳନାରେ ଏହି ଦୁଇ ଦିନିଆ ଇଭେଂଟରେ ରେକର୍ଡ ସଂଖ୍ୟକ ବିକ୍ରି ଏବଂ ଅଧିକ ସାମଗ୍ରୀ ବିକ୍ରି ହୋଇଛି । ଖାଲି ସେତିକି!-->…
ଭୁବନେଶ୍ୱରରେ ଏଥର୍ ଏନର୍ଜିର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍ଟାର ୪୦ ୟୁନିଟ୍ ଡେଲିଭର
ଭୁବନେଶ୍ୱରରେ ରିଜ୍ଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍ଟା’ ଇଭେଂଟ୍ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ!-->…
ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର!-->…
ଭାରତରେ ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ପକ୍ଷରୁ ଏହାର ଫାର୍ଷ୍ଟ ଇଲେକ୍ଟ୍ରିକ ଅଫରିଂ ଅଲ୍-ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ କରାଯାଇଛି ଯାହାକି ଭାରତର ପ୍ରଥମ ପ୍ରିମିୟମ ଇଲେକ୍ଟ୍ରିକ ସ୍କୁଟର ଅଟେ । ଏହି ଅର୍ବାନ ଇଲେକ୍ଟ୍ରିକ ସ୍କୁଟର କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍!-->…
ଆଇଡିବିଆଇ ବ୍ୟାଙ୍କ ଲାଭରେ ବାର୍ଷିକ ଆଧାରରେ ୪୦% ବୃଦ୍ଧି
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ୨୦୨୫ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ଶୁଦ୍ଧ ଲାଭ ୧୭୧୯ କୋଟି ଟଙ୍କା ରହିଥିବା ବେଳେ ବ୍ୟାଙ୍କ ବାର୍ଷିକ ଆଧାରରେ ୪୦%ର ଏକ ମଜବୁତ ଅଭିବୃଦ୍ଧି ହାସଲ କରିଛି । ସେହିପରି!-->…
କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପରେ ସିଆଇଆଇ ଓଡିଶାର ପ୍ରତିକ୍ରିୟା
ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିଥିବାରୁ କେନ୍ଦ୍ରୀୟ ବଜେଟ୍କୁ ପ୍ରଶଂସା କରିଛି ସିଆଇଆଇ ଓଡିଶାଭୁବନେଶ୍ୱର, ୨୩ ଜୁଲାଇ ୨୦୨୪: ସିଆଇଆଇ ଓଡିଶା ଆଜି କେନ୍ଦ୍ରୀୟ ବଜେଟ ୨୦୨୪-୨୫କୁ ଏକ ଅଭିବୃଦ୍ଧି ଭିତିକ ବଜେଟ ଭାବେ ପ୍ରଶଂସା କରିଛି ଏବଂ ଏଭଳି ଏକ ଉତ୍ସାହଜନକ ଓ!-->…
ଭାରତରେ ଅନର୍ ୨୦୦ ସିରିଜ୍ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ବଜାରରେ ନିଜର ପୋର୍ଟଫୋଲିଓକୁ ବିସ୍ତାର କରି ଅନର୍ ପକ୍ଷରୁ ଏହାର ଲୋକପ୍ରିୟ ନମ୍ବର ସିରିଜ ଶୃଙ୍ଖଳାରେ ନୂତନ ସ୍ମାର୍ଟଫୋନ, ଅନର ୨୦୦ ସିରିଜ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅନର୍ ୨୦୦ ପ୍ରୋ ୫ଜି ଓ ଅନର୍ ୨୦୦ ୫ଜି ସାମିଲ ଥିବା ଏହି ନୂତନ ସିରିଜ୍ ଅତ୍ୟାଧୁନିକ!-->…
ଝାରସୁଗୁଡ଼ାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ ୨୦୨୪ ଅନୁଷ୍ଠିତ
ଝାରସୁଗୁଡ଼ା: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଝାରସୁଗୁଡ଼ାଠାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ୨୦୨୪ ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣରେ ଓଡ଼ିଶା ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର!-->…
କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍
କଟକ, ୨୦ ଜୁଲାଇ ୨୦୨୪: ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍ରୋଡ୍ଠାରେ ଏହାର ନୂଆ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ!-->…
ମେଟା ଭେରିଫାଏଡ ସବସ୍କ୍ରିପ୍ସନର ଶୁଭାରମ୍ଭ
ଭୁବନେଶ୍ୱର: ମେଟା ଏବେ ଭାରତରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବ୍ୟବସାୟ ପାଇଁ ମେଟା ଭେରିଫାଏଡ ସବସ୍କ୍ରିପ୍ସନ ପ୍ଲାନ ଆରମ୍ଭ କରିଛି । ନିଜ ଆପରେ ବ୍ୟବସାୟଗୁଡ଼ିକୁ ସେମାନଙ୍କର ଲକ୍ଷ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମେଟା କିପରି ସବୁଠାରୁ ମୂଲ୍ୟବାନ ସବସ୍କ୍ରିପ୍ସନ ଟୁଲକିଟ୍ ପ୍ରଦାନ!-->…