Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ପୂର୍ବୋଦୟ ବିକାଶରେ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ରାଜ୍ୟ ଭିତରେ ମୂଲ୍ୟ ଯୋଗ କରିବା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୦୨୯ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ ଲକ୍ଷ୍ୟ: ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି!-->!-->!-->!-->!-->…
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ…
ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ ।!-->…
ଅଲ୍ଟିମେଟ ପାର୍ଟି ସ୍ମାର୍ଟଫୋନ ଓପୋ ଏଫ୨୭ ୫ଜିର ଶୁଭାରମ୍ଭ
ଓପୋ ଇ-ଷ୍ଟୋର, ଫ୍ଲିପ୍କାର୍ଟ, ଆମାଜନ ଓ ମେନ୍ଲାଇନ ରିଟେଲ ଆଉଟଲେଟଗୁଡିକରେ କ୍ରୟ ପାଇଁ ଉପଲବ୍ଧ ହେବ।
ଓପୋ ଇଣ୍ଡିଆ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ୍- F27 5G ର ଲଂଚ୍ ଘୋଷଣା କରାଯାଇଛି ଯେଉଁଥିରେ ଓପୋର ନୂଆ ହାଲୋ ଲାଇଟ୍ ରହିଛି- ସ୍ମାର୍ଟଫୋନ୍ର ପଛରେ ଏଲ୍ଇଡିଗୁଡିକର ଏକ ସର୍କଲ!-->!-->!-->…
୫ ବର୍ଷର ଯାତ୍ରା ସଫଳତାକୁ ପାଳନ କରିଛି ଫ୍ଲିପ୍କାର୍ଟ ସମର୍ଥ
ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଭାରତର କାରିଗର, ବୁଣାକାର, ଏସ୍ଏଚ୍ଜି, ମହିଳା ଓ ଗ୍ରାମାଂଚଳ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ୫ ବର୍ଷର ଯାତ୍ରା ସଫଳତାକୁ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ!-->…
ଭୁବନେଶ୍ୱରରେ ଆମାଜନ ଡଟ ଇନ୍ରେ ହୋମ୍, କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
ଭୁବନେଶ୍ୱର : ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ!-->…
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଫେସ୍ ମ୍ୟାଚ୍ର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଂଟକୁୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷା ବୃଦ୍ଧିକାରୀ ଫିଚର ଫେସ୍ ମ୍ୟାଚ୍ର ଉନ୍ମୋଚନ କରାଯାଇଛି । ଫେସ୍ ମ୍ୟାଚ୍ ଉପଭୋକ୍ତାଙ୍କ ଆଚରଣଠାରୁ ଆରମ୍ଭ କରି ଟ୍ରାଞ୍ଜାକ୍ସନ ଶୈଳୀ ଓ ସ୍ଥାନ, ସମାନ!-->…
ଭୁବନେଶ୍ୱରରେ ସଭ୍ୟତାର ୧୨୩ତମ ଷ୍ଟୋର୍ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର!-->…
ଅପ୍ସରା ଆଇସ୍କ୍ରିମ୍ସର ସ୍ୱତନ୍ତ୍ର ଅଭିଯାନ ମୁସ୍କାନ
ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍ସରା ଆଇସ୍କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ!-->…
ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସକୁ ଟ୍ରାକ୍ କରୁଥିବା ଏକ ଓପନ-ଏଣ୍ଡେଡ ସ୍କିମ୍ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଇଣ୍ଡେକ୍ସରେ ଭାରତର ଅଗ୍ରଣୀ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକ ସାମିଲ ଅଛନ୍ତି!-->…
ଫ୍ଲିପକାର୍ଟ ପକ୍ଷରୁ #ଫ୍ଲିପଟ୍ରେଣ୍ଡସ ୨୦୨୪ର ଶୁଭାରମ୍ଭ: କ’ଣ କିଣିଛନ୍ତି କୋଟି କୋଟି ଭାରତୀୟ ?
● ସମସ୍ତ ଟେକ୍ନୋଲୋଜି ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ ସପିଂ ୱିସଲିଷ୍ଟର ଶୀର୍ଷରେ ରହିଛି● ନୋଷ୍ଟାଲଜିକ୍ ବା ପୁରୁଣା ଉତ୍ପାଦଗୁଡ଼ିକ ପ୍ରତ୍ୟାବର୍ତନ କରିଥିବା ବେଳେ କ୍ଲାସିକ୍ ଫ୍ୟାସନ ଏକ ମୁଖ୍ୟ ଉପାଦାନ ହୋଇ ରହିଛି
ବେଙ୍ଗାଲୁରୁ,୫ ଅଗଷ୍ଟ ୨୦୨୪: ଚଳିତ ବର୍ଷର ପାର୍ବଣ ଋତୁରେ!-->!-->!-->!-->!-->…