Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଭାରତରେ ଅଲ-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଶୁଭାରମ୍ଭ
ଭୁବନେଶ୍ୱର: ଅଟୋ ଏକ୍ସପୋ ୨୦୨୫ର ୨ୟ ଦିନରେ ଭାରତରେ ଅଲ୍-ନ୍ୟୁ ବିଏମଡବ୍ଲୁ ଏକ୍ସ୩ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ରୂପେ ବିଏମ୍ଡବ୍ଲ୍ୟୁ ଗ୍ରୁପ ପ୍ଲାଂଟ ଚେନ୍ନାଇରେ ଉତ୍ପାଦିତ ଏହି ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ(ଏସଏଭି) ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ପାୱାରଟ୍ରେନରେ ଉପଲବ୍ଧ!-->!-->!-->…
କଟକରେ ଖୋଲିଲା ଓଲାର ନୂଆ ଏକ୍ସପିରିଏନ୍ସ ସେଂଟର
ଦେଶବ୍ୟାପୀ ୪୦୦୦ ଷ୍ଟୋର୍କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍ଟ୍ରିକକଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି!-->…
ପ୍ରି-ଓନ୍ଡ ମୋଟରସାଇକେଲ ବିଜ୍ନେସ୍ ‘ରିଓନ୍’ର ସମ୍ପ୍ରସାରଣ କରିଛି ରୟାଲ ଏନ୍ଫିଲ୍ଡ; ବର୍ତମାନ ଏହା ଦେଶର ୨୩୬ଟି…
-ଏକ ନୂଆ ରୟାଲ ଏନ୍ଫିଲ୍ଡ ମୋଟରସାଇକେଲକୁ ଅପ୍ଗ୍ରେଡ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ୍ସଚେଞ୍ଜ ଲାଭ ସହିତ ଏକ ଲୟାଲ୍ଟି ପ୍ରୋଗ୍ରାମର ଶୁଭାରମ୍ଭ କରିଛି ।-ରିଓନ୍ ସମ୍ପୂର୍ଣ୍ଣ ବ୍ରାଣ୍ଡ ନିଶ୍ଚିତତା, ଉଚିତ ମୂଲ୍ୟ ଗ୍ୟାରେଂଟି, ସହଜ ଟ୍ରାନ୍ସଫର ଓ ଡକ୍ୟୁମେଂଟେଶନ ସହିତ ଏକ!-->!-->!-->…
୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ନିଜର ମଜବୁତ ଅଭିବୃଦ୍ଧି ଯାତ୍ରାକୁ ବଜାୟ ରଖି ଏହାର ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୫୮% ବୃଦ୍ଧି ହୋଇ ୬୭୪ କୋଟି ଟଙ୍କାକୁ ବୃଦ୍ଧି!-->!-->!-->…
ଓଡିଶାରେ ରୟାଲ ଏନ୍ଫିଲ୍ଡର ଦ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ ଏଡିସନର ଶୁଭାରମ୍ଭ
ଭୁବନେଶ୍ୱର : ମିଡ୍-ସାଇଜ୍ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍ମେଂଟ୍ କ୍ଷେତ୍ରରେ ଗ୍ଲୋବାଲ ଲିଡର, ରୟାଲ ଏନ୍ଫିଲ୍ଡ ଗର୍ବର ସହିତ ଏହାର ନୂଆ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ର ଶୁଭାରମ୍ଭ କରିଛି । ମୋଟରସାଇକ୍ଲିଙ୍ଗ ଓ ଅଟୋମୋଟିଭ ଇତିହାସରେ ଏକ ପ୍ରତିଷ୍ଠିତ ନାମ ରୟାଲ ଏନ୍ଫିଲ୍ଡ!-->…
ଭୁବନେଶ୍ୱରରେ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ
ଦେଶବ୍ୟାପୀ ଏହାର ୪୧ତମ ଶୋ’ରୁମକୁ ଚିହ୍ନିତ କରୁଛି
ଭୁବନେଶ୍ୱର : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ଦେଶବ୍ୟାପୀ କିସ୍ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍କୁ!-->!-->!-->!-->!-->…
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଉଛି ଯେ, ଏହା ଆମାଜନ ଓ ଏହାର ଷ୍ଟାଫିଙ୍ଗ ଏଜେନ୍ସିଗୁଡିକରେ ନିଯୁକ୍ତି ସୁଯୋଗ ଉପଲବ୍ଧତାକୁ ସୁଗମ କରିବା ପାଇଁ ନ୍ୟାଶନାଲ କ୍ୟାରିୟର ସର୍ଭିସ (ଏନ୍ସିଏସ୍) ପୋର୍ଟଲକୁ ଉପଯୋଗ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତ ମନ୍ତ୍ରଣାଳୟ ସହ ଏକ!-->…
ମ୍ୟାକଡ୍ୱେଲ୍ସ ଆଣ୍ଡ କୋ.ର ଏକ୍ସ ସିରିଜର ବଜାର ପ୍ରବେଶ
ଭୁବନେଶ୍ୱର: ୧୨୫ ବର୍ଷ ପୁରୁଣା ଭାରତର ଅନ୍ୟତମ ଆଇକୋନିକ ଓ କିମ୍ବନ୍ଦନ୍ତୀ ବ୍ରାଣ୍ଡ ମ୍ୟାକ୍ଡ୍ୱେଲ୍ସ ଆଣ୍ଡ କୋ ପକ୍ଷରୁ ଏହାର ଏକ୍ସ ସିରିଜର ଶୁଭାରମ୍ଭ କରାଯାଇଛି । ଦେଶର କୋଣଅନୁକୋଣରେ ପରିବ୍ୟାପ୍ତ ୭ଟି ଭିନ୍ନ ଭିନ୍ନ ଡିଷ୍ଟିଲରିଜ୍ ସହିତ ଦେଶ ଓ ବିଦେଶରୁ କଂଚାମାଲ ଓ ସାମଗ୍ରୀ ହାସଲ!-->…
ଫ୍ଲିପ୍କାର୍ଟର ବିଗ୍ ବିଲିୟନ ଡେଜ୍ରେ ୩୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ପରିଦର୍ଶନ
ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଗତ ସେପ୍ଟେମ୍ବର ୨୭ ତାରିଖରେ ଏହାର ବହୁ ପ୍ରତିକ୍ଷୀତ ଦ ବିଗ୍ ବିଲିୟନ ଡେଜ୍ (ଟିବିବିଡି)ର ୧୧ତମ ସଂସ୍କରଣର ଶୁଭାରମ୍ଭ କରିଛି ଏବଂ ଏଥିସହିତ ଫ୍ଲିପ୍କାର୍ଟ ଭିଆଇପି ଓ ପ୍ଲସ୍ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍!-->…