ଜାଣନ୍ତୁ କେଉଁଥିରେ କେତେ ବଢିଛି ବସ୍‌ଭଡା

0 97

ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀବାହୀ ବସ୍‍ଭଡ଼ା ବୃଦ୍ଧି କରାଯାଇଛି ।


ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ଭଡ଼ା ବୃଦ୍ଧି କରାଯାଇଛି । ସାଧାରଣ ବସ୍‍ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି
କରାଯାଇଛି ।

ଏକ୍ସପ୍ରେସ୍‍ ବସ୍‍ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‍ଭଡ଼ା କିଲୋମିଟର ପ୍ରତି ୧ ଟଙ୍କା ୨୯
ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି

ଏ.ସି. ଡିଲକ୍ସ ବସ୍‍ଭଡ଼ା ୧ ଟଙ୍କା ୫୭ ପଇସାରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧିକରାଯାଇଛି ।

ଅନ୍ୟପକ୍ଷରେ ସୁପର୍‍ ପ୍ରିମିୟମ୍‍ ବସ୍‍ଭଡ଼ା ୨ ଟଙ୍କା ୪୪ ପଇସାରୁ ୨ ଟଙ୍କା ୫୩ ପଇସାକୁ ବୃଦ୍ଧି କରାଯାଇଛି ।

Leave A Reply