ଜେଇଇ ମେନରେ ମଦର୍ସ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର: ଜେଇଇ ମେନ ୨୦୨୫ରେ ଉଲ୍ଲେଖନୀୟ ଫଳାଫଳ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହି ସ୍କୁଲର ପ୍ରତିବଦ୍ଧତା ଏବଂ ସମର୍ପଣ ଯୋଗୁଁ ଏହି ଅସାଧାରଣ ଫଳାଫଳ ସମ୍ଭବ ହୋଇଛି । ସମସ୍ତ ଶୀର୍ଷ!-->…