ନୂଆ ଓପୋଏ୭୯ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ୍ ଏ୭୯ ୫ଜିର ଶୁଭାରମ୍ଭ କରାଯାଇଛି, ଯାହାକୁ ଏକ ପ୍ରିମିୟମ ୫ଜି ଡିଭାଇସ୍ର ସନ୍ଧାନ କରୁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି । ଏହି ଡିଭାଇସ୍ର ମୂଲ୍ୟ ୧୯,୯୯୯ଟଙ୍କା ରହିଛି ଏବଂ ଏହା ଚଳିତ ଅକ୍ଟୋବର ୨୮ ତାରିଖରୁ ଓପୋ!-->…