ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଦୀର୍ଘସ୍ଥାୟୀ ଖଣି ଅଭ୍ୟାସ ଉପରେ ଆଲୋଚନା
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରରେ ନ୍ୟାଶନାଲ ମାଇନିଙ୍ଗ ଆଣ୍ଡ କନ୍ଷ୍ଟ୍ରକ୍ଶନ ଇକ୍ୱିପ୍ମେଂଟ୍ ସମିଟ୍ (ଜାତୀୟ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ମ୍ୟାଟେରିଆଲ!-->…