ସିଆଇଏସ୍ସିଇ ନ୍ୟାଶନାଲ ଗେମ୍ସ ଆଣ୍ଡ ସ୍ପୋର୍ଟସ୍-୨୦୨୩ ଫୁଟ୍ବଲ ଟୁର୍ଣ୍ଣାମେଂଟ୍ ଉଦ୍ଘାଟିତ
ଭୁବନେଶ୍ୱର : ସିଆଇଏସ୍ସିଇ ନ୍ୟାଶନାଲ ଗେମ୍ସ ଆଣ୍ଡ ସ୍ପୋର୍ଟସ୍-୨୦୨୩, ଅଣ୍ଡର୍-୧୯ ବାଳକ ଫୁଟ୍ବଲ୍ ଟୁର୍ଣ୍ଣାମେଂଟ୍ ଆଜି ଏକ ଉଦ୍ଘାଟନୀ ଉତ୍ସବ ସହିତ ଆରମ୍ଭ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବକୁ ଆୟୋଜକ ବିଦ୍ୟାଳୟ ରୁଚିକା ହାଇସ୍କୁଲର ପ୍ରିନ୍ସିପାଲ ଶ୍ରୀମତି ଲୀନା ଖୁରାନା ଏବଂ!-->…