ଓଲା ପକ୍ଷରୁ ନୂତନ ଏସ୍୧ ଏକ୍ସ+ ଏବେ ମାତ୍ର ୮୯,୯୯୯ଟଙ୍କାରେ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ୍ ୰ଏଣ୍ଡ୍ଆଇସ୍ଏଜ୍ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍ର ଘୋଷଣା କରିଛି । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପେନ୍ ଅଧିନରେ ନୂଆ ଓଲା ଏସ୍୧ ଏକ୍ସ+ ଏବେ!-->…