ଅଲଟିମେଟ ଖୋ ଖୋ ସିଜନ-୨,ତେଲୁଗୁ ୟୋଦ୍ଧାସ ବିରୋଧରେ ଗୁଜରାଟ ଜିଆଂଟସର ବିଶାଳ ବିଜୟ
କଟକ,୨୯ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟସ, ତେଲୁଗୁ ୟୋଦ୍ଧାସକୁ ୪୧-୪୦ ପଏଂଟ୍ରେ ପରାଜିତ କରିଛି । ସେହିପରି ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସ, ରାଜସ୍ଥାନ ୱାରିୟର୍ସକୁ!-->…