ଏଂଟରପ୍ରାଇଜ୍ ଓଡ଼ିଶା ପକ୍ଷରୁ ନୂଆ ବ୍ୟବସାୟ ସୁଯୋଗ ସୃଷ୍ଟି ସହ ବୃହତ ଶିଳ୍ପ ସହିତ ଏମଏସଏମଇ ସମ୍ପର୍କ ସ୍ଥାପନ

ଝାରସୁଗୁଡ଼ା/ ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାଠାରେ ଏଂଟରପ୍ରାଇଜ୍ ଓଡ଼ିଶାର ୨୪ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ…

ଡାବର ଚୱନପ୍ରାଶ ପକ୍ଷରୁ ସାଇନ୍ସ ଇନ ଆକ୍ସନ କ୍ୟାମ୍ପେନ୍‌ ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ…

ଏଂଟରପ୍ରାଇଜ୍ ଓଡ଼ିଶା, ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟି ଟଙ୍କାର ଏମ୍‌ଓୟୁ ସ୍ୱାକ୍ଷରିତ, ୧୫,୧୬୮ ନିଯୁକ୍ତି ସୁଯୋଗ…

ଓଡ଼ିଶା ସରକାରଙ୍କ ସହ ୧୧ ଏମ୍‌ଓୟୁ ସ୍ୱାକ୍ଷର ରାଜ୍ୟରେ ଭିତିଭୂମିରେ ଜିଏସ୍‌ଡିପି ନିବେଶ ୭.୫-୮%କୁ ବୃଦ୍ଧି ପାଇବ : ମୁଖ୍ୟ ସଚିବ ଝାରସୁଗୁଡ଼ା ଓଡ଼ିଶା ଶିଳ୍ପାୟନର ପ୍ରତିନିଧିତ୍ୱ କରୁଛି: ହେମନ୍ତ ଶର୍ମା ଶିଳ୍ପ ପ୍ରଦର୍ଶନୀରେ ୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ଅଂଶଗ୍ରହଣ …

ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି

ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ…

ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…

ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ ରୋଗୀମାନଙ୍କୁ ସେବା…

କୃଷି ଓଡ଼ିଶା ୨୦୨୪ ଉଦ୍‌ଯାପିତ, ମାର୍କେଟିଂ ଓ ପ୍ୟାକେଜିଂ ଉପରେ ମହିଳା ଏସ୍‌ଏଚ୍‌ଜି ଗୁରୁତ୍ୱ ଦେବାକୁ ରାଜ୍ୟପାଳଙ୍କ…

ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ହେବ: ରାଜ୍ୟପାଳ ରଘୁବର ଦାସ ବ୍ଲକ୍ ସ୍ତରରେ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯିବ: କୃଷି ମନ୍ତ୍ରୀ ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଜନତା ମଇଦାନଠାରେ ଆୟୋଜିତ କୃଷି…

ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ ପୁରସ୍କୃତ ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ …

ଗୁଜରାଜ ଜାଏଂଟ୍ସ ଅଲ୍ଟିମେଟ ଖୋ ଖୋ ସିଜନ-୨ର ବିଜେତା,୩ୟ ସ୍ଥାନରେ ଓଡିଶା ଜଗରନଟ୍ସ

କଟକ,୧୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ହୋଇଛି ଗୁଜରାଟ ଜାଏଂଟ୍ସ । ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ଜାଏଂଟ୍‌ସ, ଚେନ୍ନାଇ କ୍ୱିକ ଗନ୍‌ସକୁ ୩୧-୨୬ ପଏଂଟରେ ପରାଜିତ କରି ଟାଇଟଲ ହାସଲ କରିଛି । ଲିଗ ପର୍ଯ୍ୟାୟରେ…

ଗର୍ଭବତୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବୁର୍ଲା: ଜଣେ ଗର୍ଭବତୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୁବଦେଗା ବ୍ଲକ ଅନ୍ତର୍ଗତ ପଂଚମାହାଳ ଗ୍ରାମର ଇଚ୍ଛା ସନ୍ଧା (୨୨ବର୍ଷ) ନାମକ ଜଣେ ଗର୍ଭବତୀଙ୍କୁ ଗୁରୁତର ପ୍ରସବ ଯନ୍ତ୍ରଣା ଯୋଗୁଁ ବୁର୍ଲାସ୍ଥିତ ଭିଏସଏସ ଡାକ୍ତରଖାନାରେ…

ମା’ମାନଙ୍କ ସଶକ୍ତୀକରଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ

-ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪ର ଉଦ୍‌ଘାଟିତ- ୧୦ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀ ପୁରସ୍କୃତ ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ । ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।…