ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଋଷି ସୁନକ୍ ଗତକାଲି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୧୧୮ ଜଣ ସାଂସଦଙ୍କର ସମର୍ଥନ ହାସଲ କରି କଞ୍ଜର୍ଭେଟିଭ୍ ପାର୍ଟିର ଆଗାମୀ ନେତା ହେବାପାଇଁ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛନ୍ତି
। ଏବେ ଶେଷ ପର୍ଯ୍ୟାୟରେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍ ଓ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ମଧ୍ୟରେ ଜୋର୍ଦାର ମୁକାବିଲା ହେବ । ଋଷି ଏପର୍ଯ୍ୟନ୍ତ ହୋଇଥିବା ପ୍ରତ୍ୟେକ ପର୍ଯ୍ୟାୟ ଭୋଟିଂରେ ଶୀର୍ଷରେ ରହିଆସିଛନ୍ତି ।
Comments are closed, but trackbacks and pingbacks are open.