PICTURE COURTESY NASA ଖବରଦେଶ-ବିଦେଶମୁଖ୍ୟ ଖବର ଇନସାଇଟ୍ ମଙ୍ଗଳ ଯାନ ଛାଡିଲା ଆମେରିକା, ସେ ଗ୍ରହରେ କେମିତି କାମ କରିବା ଯାନ ଦେଖନ୍ତୁ ଭିଡିଓ By odishanext Last updated May 5, 2018 0 602 Share ଆମେରିକାର ମହାକଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ଇନ୍ସାଇଟ୍ ନାମକ ମଙ୍ଗଳଯାନ ଛାଡିଛି । ଏଥିପାଇଁ ଭାରତୟୀ ମୁଦ୍ରାରେ ପ୍ରାୟ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମଙ୍ଗଳାନ ଚଳିତ ବର୍ଷ ନଭେମ୍ବର ୨୬ ତାରିଖର ମଙ୍ଗଳ ଗ୍ରହରେ ଅବତରଣ କରିବ । ସେଠାରେ ଳରେ ୧୦ରୁ ୧୫ ଫୁଟ ଗଭୀର ଗାତ କରିବା ସହ ମଙ୍ଗଳ ଗ୍ରହରେ ହେଉଥିବା ଭୂମିକମ୍ପ, ଭୂସ୍ଖଳନ ଓ ଉଲକାପାତର ଅନୁଧ୍ୟାନ କରିବ । ମଙ୍ଗଳରେ ଏହି ଇନ୍ସାଇଟ୍ ପ୍ରକଳ୍ପ ୨୬ ମାସ କାମ କରିବ । ଯାହା ମଙ୍ଗଳ ଗ୍ରହର ଏକ ବର୍ଷ ସହ ସମାନ । ତେବେ କେମିତି ଏହା କାମ କରିବା ଦେଖନ୍ତୁ ନାସାର ଭିଡିଓ 0 602 Share