ଭୁବନେଶ୍ୱର – ରାଜ୍ୟରେ ବର୍ତ୍ତମାନ ୬୩୯୦ ଭିକାରୀଙ୍କୁ ଚିହ୍ନଟ କରାଯାଇଛନ୍ତି ।
କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି ।
ବଲାଙ୍ଗିରରେ ୭୦୮ ଜଣ
ମୟୂରଭଞ୍ଜରେ ୪୮୫ ଜଣ
ଗଞ୍ଜାମରେ ୪୫୮ ଜଣ
ଦେବଗଡ ଜିଲ୍ଲାରେ ସବୁଠାରୁ କମ୍ ୧୬ ଜଣ ଭିକାରୀ ଅଛନ୍ତି।
ମୋଟ୍ ୬୩୯୦ ଭିକାରୀଙ୍କ ମଧ୍ୟରୁ ୨୮୮୬ ଜଣଙ୍କୁ ବିଭିନ୍ନ ପ୍ରକାରର ସହାୟତା ଦିଆଯାଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ବିଧାନସଭାରେ କହିଛନ୍ତି।