ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କଲେ ନିଜର ଆନିମେଟେଡ୍ ଯୋଗ ଭିଡିଓ(ତ୍ରିକୋଣାସନ)
ନୂଆଦିଲ୍ଲୀ . – ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ମୋଦୀଙ୍କର ଆନିମେଟେଡ୍ ରୂପ ରହିଛି । ଏଥିରେ ତ୍ରିକୋଣାସନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି ।
ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏଥିପାଇଁ ବିଶ୍ୱବ୍ୟାପୀ ଅନେକ କାର୍ଯ୍ୟକ୍ରମ କରାଯାଉଛି ।
On 21st June, we will mark #YogaDay2019.
I urge you all to make Yoga an integral part of your life and also inspire others to do the same.
The benefits of Yoga are tremendous.
Here is a video on Trikonasana. pic.twitter.com/YDB6T3rw1d
— Narendra Modi (@narendramodi) June 5, 2019
On 21st June, we will mark #YogaDay2019.
I urge you all to make Yoga an integral part of your life and also inspire others to do the same.
The benefits of Yoga are tremendous.
Here is a video on Trikonasana. pic.twitter.com/YDB6T3rw1d
— Narendra Modi (@narendramodi)