ଆରପରିରେ ହାସ୍ୟାଭିନେତା ସଲିଲ

0 1,668

ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ ହାରି ଯାଇଛନ୍ତି।

Leave A Reply