ଆସନ୍ତା ତିନିଦିନ ପ୍ରବଳ ଶୀତ

ଆସନ୍ତା ତିନିଦିନ ପ୍ରବଳ ଶୀତ

0 633

ଭୁବନେଶ୍ୱର .– ଡିସେମ୍ବର  ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶା ସହ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ବି ପ୍ରବଳ ଶୀତ ହେବ । ରାତିରେ ପ୍ରବଳ ଶୀତ ହେବ । ସାଧାରଣ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ କମ୍‌ ରହିବ । କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ବର ଓ ମୟୂରଭଞ୍ଜରେ ତାପମାତ୍ରା  ୫ ଡିଗ୍ରୀ ତଳକୁ ରହିପାରେ । ଜଙ୍ଗଲ ଓ ପାହାଡିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply