Browsing Tag

unnao

ଚିକିତ୍ସାଧୀନ ଅବସ୍ଥାରେ ଉନ୍ନାଓ ପୀଡିତାଙ୍କର ମୃତ୍ୟୁ – ଦୁଷ୍କର୍ମ ଅଭିଯୁକ୍ତମାନେ ପୋଡି କରିଥିଲେ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ - ଉନ୍ନାଓ ଗଣ ଦୁଷ୍କର୍ମ ପୀଡିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଉନ୍ନାଓରେ ଗତ ଗୁରୁବାରରେ ଗଣ ଦୁଷ୍କର୍ମ ଅଭିଯୁକ୍ତମାନେ ପୀଡିତାଙ୍କୁ ପୋଡି କରି ହତ୍ୟା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୌରୁ ବିମାନ ଯୋଗେ ଦିଲ୍ଲୀ ଚିକିତ୍ସା ପାଇଁ ଅଣାଯାଇଥିଲା…