ବାହାଘରରେ ବିଷାକ୍ତ ଚା ପିଇ ୧୫ ଅସୁସ୍ଥ
ବ୍ରହ୍ମପୁର – ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହ ପୁରରେ ଏକ ବିବାହ ଭୋଜିରେ ଚା ପିଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି ।
ଏହି ଚାରେ କିଛି ପଡିଯାଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଏକ ଦମ୍ପତି ଚାହା ପିଇ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ୧୦୮ ଆମ୍ବାଲାନ୍ସ ଯୋଗେ…