ସାରିଡନ୍ ସହ ୩୨୮ଟି ଔଷଧ ଭାରତରେ ବିକ୍ରି ବନ୍ଦ କଲେ ସରକାର, ପାନ୍ଡ୍ରେମ୍ ବି ନିଷିଦ୍ଧ
ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍କିଲର ସାରିଡନ୍ ସହ ୩୨୮ଟି ଔଷଧକୁ ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍ ଓ ଏପ୍ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…