ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ହେବ !
ନୂଆଦିଲ୍ଲୀ: ନମାଜ ପାଠ ପାଇଁ ମସଜିଦ ଅପରିହାର୍ଯ଼୍ୟ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେବା ସତ୍ତ୍ବେ ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ଆହୁରି ଅନେକ ବାଟ ଯ଼ିବାକୁ ଅଛି । କାରଣ ଆସନ୍ତା ଅକ୍ଟୋବର 29ରୁ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର…